ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କୁଜଙ୍ଗ ନଗରର ପରିଷଦ ପାଠଶାଳାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

କୁଜଙ୍ଗ, 26/01/2025, ଉତ୍କଳ voice news - utkalvoicenews.com ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ପରିଷଦ ପାଠଶାଳାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।
Article Image
ଏହି ଦେଶଭକ୍ତି କାର୍ଯ୍ୟକ୍ରମରେ ପରିଷଦ ପାଠଶାଳା ରେ ପଢୁଥିବା ଛୋଟ ଛୋଟ ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ। ଏବଂ ଜାତୀୟ ସଂଗୀତ ଗାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ମାହାନ୍ତି ଯୋଗ ଦେଇଥିଲେ। କିଭଳି ଭାବେ ନିଜ ଦେଶ ପାଇଁ ଏବଂ ନିଜ ମାଟି ପାଇଁ ନିଜ ପ୍ରାଣ ଉତ୍ସର୍ଗ କରାଇବାକୁ ଆହ୍ବାନ ଦେଇଥିଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସରିବା ପରେ କୁନି କୁନି ବିଦ୍ୟାର୍ଥୀ ମାନଙ୍କୁ ସେଓବୁନ୍ଦି ବଣ୍ଟନ କରାଯାଇଥିଲା। ସଭା ଶେଷରେ ବିଶ୍ଵଜିତ ଛାଟୋଇ ଧନ୍ୟବାଦ ଞ୍ଜାପନ କରିଥିଲେ।
Article Image
1