ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ନବ ରାତ୍ରି ପୂଜା ର ଷଷ୍ଠ ଦିବସ ରେ ମହାଲକ୍ଷ୍ମୀ ଦେବୀ ବେଶ

ଢେଙ୍କାନାଳ, 27/09/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣିଙ୍କ ରିପୋର୍ଟ ଙ୍କ ରିପୋର୍ଟ ) :
Article Image
ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ଆଜି ଠାରୁ ଶାରଦୀୟ ନବ ରାତ୍ରି ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ ,ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି ହୋଇଥିଲା। ଆଜି ନଵରାତ୍ରୀ ର ଷଷ୍ଠ ଦିବସ ରେ ମହାଲକ୍ଷ୍ମୀ ଦେବୀ ବେଶ ଅନୁଷ୍ଠିତ ହୋଇଥିଲା। ସକାଳ ୯.୩୦ ରେ ପଣା ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଶୋଳଷ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି ଅର୍ଚ୍ଚନା କରାଯାଇଥିଲା। , ସନ୍ଧ୍ୟା ରେ ଆଳତି ରାତ୍ର ରେ ବଡ଼ ସିଂହାର ଭୋଗ ପରେ ପହଡ଼ ପଡ଼ିବ । ନଅ ଦିନ ଧରି ଚାଲିବ ଏହି ପୂଜା।
14