ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଞ୍ଜ କାନ୍ତ ଠାରେ ମା ବନ ଦୁର୍ଗା ଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଷଷ୍ଠ ଦିବସ ରେ ମା ଙ୍କ ର କାତ୍ୟାୟନି ବେଶ

ଢ଼େଙ୍କାନାଳ, 27/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣିଙ୍କ ରିପୋର୍ଟ ଙ୍କ ରିପୋର୍ଟ ) :
Article Image
କୁଞ୍ଜ କାନ୍ତ ଠାରେ ମା ବନ ଦୁର୍ଗା ଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ଭୋଗ ଲାଗି ହେବ। ଷଷ୍ଠ ଦିବସ ରେ ମା ଙ୍କ ର କାତ୍ୟାୟନି ବେଶ ଅନୁଷ୍ଠିତ ହୋଇଥିଲା। ଷୋଳସ ଉପଚାର ରେ ପୂଜା। ବିଭିନ୍ନ ପ୍ରକାର ଭୋଗ ଲାଗି ହୋଇଥିଲା। ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି,ସଂନ୍ଧ୍ୟା ବେଳେ ଆଳତୀ ପରେ ପହଡ଼ ପଡ଼ିବ। ପୂଜକ କାମାକ୍ଷା ପ୍ରସାଦ କର ଶର୍ମା, ଓ ଚିତ୍ତରଞ୍ଜନ ଦାସ ଶର୍ମା ମନ୍ଦିର ପୂଜକ ସୂର୍ଯ୍ୟ କାନ୍ତ ମିଶ୍ର ଶର୍ମା, କର୍ତ୍ତା ସୁଶ୍ରୀ ରଂଜନ ପାଣି, କର୍ତ୍ତି ମିନତୀ ପାଣି, ଦେବାଶିଷ ମହାପାତ୍ର, ମୌସୁମୀ ପଣ୍ଡିତ କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥିଲା
6