ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତ ଜନନୀ ମା ଶାରଳାଙ୍କ ପୀଠରେ ପାରାଦୀପ ଅଞ୍ଚଳର ମାଫିଆଙ୍କ ଦବଂଘିରି

ତିର୍ତୋଲ, 30/09/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ମା ଶାରଳାଙ୍କ ପୀଠରେ ଆଜି ସପ୍ତମୀ ପୂଜା ଚାଲିଥିବା ସମୟରେ ମାଙ୍କ ସୁନା ବେଶ ସମୟରେ ପାରାଦୀପ ରଙ୍ଗିଆ ଗଡ ଅଞ୍ଚଳର ବାଳକୃଷ୍ଣ ଜେନା ନାମଙ୍କ ଏକ ଠିକାଦାର ଆଜି ମାଙ୍କ ମୁଖଶାଳା ଭିତରେ ଫାଣ୍ଡି ହାବିଲଦାର ସଞ୍ଜୟ ରାଉତ ଙ୍କୁ ଖରାପ ବ୍ୟବହାର କରି ଧମକ ଦେଇ ଛନ୍ତି ଏବଂ ମୁଁ କିଏ ମୋତେ ଜାଣିଚୁ କହି ଅତି ବ୍ୟବହାର ଖରାପ କରିବା ସହିତ ପୋଲିସ ଙ୍କୁ ଧମକ ମଧ୍ୟ ଦେଇଛନ୍ତି।ସଙ୍ଗେ ସଙ୍ଗେ ଖବର ପାଇ କନକପୁର ଆଉଟ ପୋଷ୍ଟ ଭାର ପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ଭୋଳ ହସ୍ତେ ଖେପ କରି ପରିବେଶ ସନ୍ତୁଳିତ କରିଥିଲେ। ଅନେକ ଭକ୍ତ ଦୂର ଦୂରନ୍ତରୁ ଆସି ମାଙ୍କ ସୁନା ବେଶ ଦେଖିବାରୁ ବଞ୍ଚିତ ହୋଇ ପ୍ରଶାସନ ଆଗରେ ଗୁହାରି କରିଛନ୍ତି ଦୋଷୀ ଦଣ୍ଡିତ ହେଉ।
Article Image
65