ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଧାରଣ ଦୁଗ୍ଧ ଚାଷୀ ଙ୍କ ମୁଣ୍ଡରେ ଚଡ଼କ

ତିର୍ତ୍ତୋଲ, 30/09/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ନୂଆପଡ଼ା ଡାଏରୀ ଦୁଗ୍ଧ ଶୀତଳକରଣ କେନ୍ଦ୍ରରେ ତିର୍ତ୍ତୋଲ ଅଞ୍ଚଳର ଦୁଗ୍ଧ ଚାଷୀଙ୍କ ଠାରୁ ସଂଗୃହିତ ଦୁଗ୍ଧ ସ୍ଥାନୀୟ ନୂଆପଡା ସ୍ତିତ ଦୁଗ୍ଧ ଶୀତଳକରଣ କେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଇଥିବାରୁ। ଏହି କେନ୍ଦ୍ର ପରିଚାଳକ ଓ ମର୍କେଟିଂ ଇନଚାର୍ଜଙ୍କ ନିଜସ୍ଵ ସ୍ବାର୍ଥ ପାଇଁ ତିର୍ତ୍ତୋଲ ଅଞ୍ଚଳ ଏହାର ଆଖପାଖ ଅଞ୍ଚଳର ଦୁଗ୍ଧ ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଡାଏରୀରେ ୨୫ ବର୍ଷ ନିଜ ଗାଁରେ କାର୍ଯ୍ୟରତ ମାର୍କେଟିଂ ଇଞ୍ଚାର୍ଜ୍ ରହିବା।ପରେ ସେହି ଜାଗାରୁ ଚାକିରିରୁ ଅବସରନେବା ପରେ ପୁନର୍ବାର ନିଯୁକ୍ତି ମିଳିବା ଉପରିସ୍ଥ ଅଧିକାରୀ ଏଥିପ୍ରତି ଦାଇ। ତାହା ଏବେ ସମଗ୍ର ସାରା ତିର୍ତ୍ତୋଲ ଅଞ୍ଚଳର ଦୁଗ୍ଧ ଚାଷୀ ଙ୍କ ମୁଖ୍ୟ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ସୂଚନା ଅନୁସାରେ ମର୍କେଟିଂ ଇଞ୍ଚର୍ଜଙ୍କ ଘର ଏହି ଦୁଗ୍ଧ ଶିତଳି କରଣୀ କେନ୍ଦ୍ର ଠାରୁ ମାତ୍ର ଏକ କିଲୋମିଟର ଗନାଇଲୋ ଗ୍ରାମରେ କେନ୍ଦ୍ର ୨୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ଧରା ପଡ଼ିବା ପରେ ଏହି କେନ୍ଦ୍ରରେ କାମ କରୁଥିଲେ। କିନ୍ତୁ ଏବେ ୨ ବର୍ଷ ସରିବା ପରେ ପୁଣି ତିର୍ତ୍ତୋଲ ଡାଏରୀ ରେ ରହିବା ପାଇଁ ଯୋର୍ସେର ଲବି ଆରମ୍ଭ କରିଛନ୍ତି।କିନ୍ତୁ ବିଡ଼ମ୍ବନାର ବିଷୟ ତିର୍ତ୍ତୋଲ ଡାଏରୀ ରେ କିଛି ସୂପର୍ଭାଇଯାର ଙ୍କ ମାଧ୍ୟମରେ କିଛି ଲୋ ମାନ ର ଦୁଗ୍ଧ କୁ ପେମେଣ୍ଟ କରି ସାଧାରଣ ଦୁଗ୍ଧ ସମିତି ରୁ ଆସୁଥିବା ଭଲ ଦୁଗ୍ଧ କୁ ଲୋ ପେମେଣ୍ଟ କରି ବହୁତ୍ ମୁନାଫା ପାଉଛନ୍ତି।ଅନ୍ୟ ପଟରେ ଏ ସମ୍ପର୍କରେ ଡାଏରୀ ଅଧିକାରୀ ଲଲାଟେନ୍ଦୁ ପାତ୍ର ଓ ଆସିଷ୍ଟାଣ୍ଟ ପ୍ରଭାଶ ରଞ୍ଜନ ମହାନ୍ତି କହିଛନ୍ତି ଗତବର୍ଷ ଅକ୍ଟୋବର ମାସରୁ ପ୍ୟାଣ୍ଟ୍ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଦୁଗ୍ଧ ଜାତ ଦ୍ରବ୍ଯ ପ୍ରଡକ୍ସନ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ବାରଙ୍ଗ ଓମଫେଡ ଅରିଲୋ ଡାଏରୀ ଫାର୍ମ ରୁ ସମସ୍ତ ଦୁଗ୍ଧ ଯାତ ଦ୍ରବ୍ୟ ଆଣି ମାକେଟିଙ୍ଗ୍ କରୁଥିବା କହିଛନ୍ତି। ଏଥିରେ ତିର୍ତ୍ତୋଲ ଡାଏରିର କିଛି ଭୁମିକା ନାହିଁ ବୋଲି ସେ କହିଛନ୍ତି। ତିର୍ତ୍ତୋଲ ଅଞ୍ଚଳର ବିରୀତୋଲ ଗ୍ରାମପଞ୍ଚାୟତ ର ଚାଷୀ ରାଜୁ ଦାସ,ପିତା - ଦୁର୍ଗା ଦାସ,ସରୋଜ ଦାସ ପିତା - ମହେଶ୍ୱର ଦାସ,ନଟବର ସେଠୀ ପିତା - କେଳୁ ସେଠୀ,ଦୁର୍ଗାଚରଣ ରଗଡ ପିତା - କୈଳାସ ରଗଡ଼,ପ୍ରମୋଦ ଦାସ ପିତା - କୁଲେଇ ଦାସଙ୍କ ସମେତ ଅନେକ ଚାଷୀ ଅଭିଯୋଗ ପୂର୍ବରୁ କରିଛନ୍ତି ।ସରକାର ଓମ୍ଫେଡକୁ ବହୁତ୍ ସୁବିଧା ଦେଉଥିବା ବେଳେ ଏହି ଦୁର୍ନୀତି ଖୋର୍ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କା୍ଯ୍ୟାନୁଷ୍ଠାନ ନିଆଯାଉ। ଦୀର୍ଘଦିନ ଓମ୍ଫେଡ ରେ ତିଆରି କରାଯାଉଥିବା ଦୁଗ୍ଧ,ଦହି,ଘିଅ, ପନିର, ଛେନା,ଇତ୍ୟାଦି ଠିକ୍ ଭାବରେ ଥିକ୍ନେସ ରହୁନଥିବା ବାରି ହୋଇପଡୁଛି । ନୂଆପଡ଼ା ଓମଫେଡ ପ୍ଲାଣ୍ଟ ଉପରେ ଚଢାଉ ସହ ବେଆଇନ ନିଯୁକ୍ତି ଉପରେ ତଦନ୍ତ କରାଗଲେ ଏହା ପଛର ମୂଳ ରହସ୍ୟ ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି ନୂଆପଡ଼ା ଓମ୍ଫେଡ୍ ପ୍ଲାଣ୍ଟ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦୁଗ୍ଧ ଚାଷୀ ମନେ ଗୋପାଳପୁର ପଞ୍ଚ୍ୟାତ୍ କୀର୍ତ୍ତନ ପୁର ଗ୍ରାମର ଦୁର୍ଗାପ୍ରସାଦ ସ୍ଵାଇଁ,ଦିବ୍ୟରଞ୍ଜନ ସାମଲ,ଅଜିତ ସ୍ଵାଇଁ,ରାକେଶ କୁମାର ସ୍ବାଇଁ,ଶୁଭେନ୍ଦୁ ଦାଶ ପ୍ରମୁଖ ଦୁଗ୍ଧ ଚାଷୀ ପକ୍ଷରୁ ଦାବି ହୋଇଛି
20