ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ କଂଗ୍ରେସ୍ ପକ୍ଷରୁ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳନ।

ଏରସମା, 03/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଆଜି ହେଉଛି ଗାନ୍ଧୀ ଜୟନ୍ତୀ ଓ ପବିତ୍ର ଦଶହରା ।ଏହି ପୂର୍ଣ୍ୟ ଦିବସରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଂଗ୍ରେସ୍ ପକ୍ଷରୁ ସମାଜ ସେବୀ ଓ ପୂର୍ବତନ ପି.ସି.ସି ସଭ୍ୟ ତଥା ପୂର୍ବତନ ପଲ୍ଲୀକଣ୍ଟା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ (ମୁନା ଵାବୁ)ଙ୍କ ତତ୍ତ୍ଵାବଧାନରେ କୋଷଧ୍ୟକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ପୂର୍ବତନ ବ୍ଲକ ସଭାପତି ନିତ୍ୟାନନ୍ଦ ଦାସ, ଯୁଗଳ କିଶୋରେ ସ୍ବାଇଁ, ଓ ବି ସି ବ୍ଲକ ଚେୟାରମ୍ୟାନ ଜିତେନ୍ଦ୍ର ମହାନ୍ତି ,କାଳନ୍ଦୀ ଦାସ,ନିମାଇଁ ଚରଣ ପ୍ରଧାନ,ମୁରଲୀଧର ମହାନ୍ତି, ସନ୍ତୋଷ ଲେଙ୍କା, ସମୀର ମଲ୍ଲିକ,ରଞ୍ଜିତ ସେଠି,ଅଭିରାମ ବାରିକ ଙ୍କ ସମେତ ସମସ୍ତ କଂଗ୍ରେସ୍ କର୍ମୀ ଉପସ୍ଥିତି ରହି ସର୍ବପ୍ରଥମେ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଓ ଗୋରୀ ଶଙ୍କର ନାୟକ ଙ୍କ ପ୍ରତି ମୂର୍ତ୍ତିରେ ରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ୟକ ଆଲୋଚନା ରେ ଭାଗ ନେଇ ଗାନ୍ଧୀ ଜୀବନ ଦର୍ଶନ ସମ୍ବନ୍ଧରେ ଧ୍ଵୋଜରାଜ ଖଣ୍ଡୁଆଳ ସଂକ୍ଷିପ୍ତ ଆଲୋଚନା କରିଥିଲେ।
Article Image
5