ଢେଙ୍କାନାଳ, 03/10/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
କାଞ୍ଚନ ବଜାର ଠାରେ ସାର୍ବଜନୀନ ଦୁର୍ଗା ପୂଜା ମାଙ୍କ ର ଆଜି ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି । ମା ଙ୍କୁ ପାଞ୍ଚ ଦିନ ଧରି ବଙ୍ଗୀୟ ମତ ରେ ପୂଜା ଅର୍ଚ୍ଚନା କରାଯାଇ ଗତକାଲି ବିଜୟା ଦଶମୀ ରେ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ବାଦ୍ୟ ଦ୍ଵାରା ସହର ପରିକ୍ରମା କରାଯାଇ। ମା ଙ୍କୁ ମେଲାଣି ଦିଆ ଯାଇଥିଲା ।