ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ସଦର ବ୍ଲକ ରେ ପାଇକ ଆଖଡ଼ା ପ୍ରଦର୍ଶନ ପାଳିତ। ଢେଙ୍କାନାଳ

ଢେଙ୍କାନାଳ, 03/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ସୂଚନା ମୁତାବକ ଆଜି ଦଶହରା ଅବସରରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଧିରପାଟଣା ଗ୍ରାମ ପଞ୍ଚାଯତ କୃଷ୍ଣ ପ୍ରସାଦ ଗ୍ରାମ ରେ ଆଜି ବଡ଼ ଆଡମ୍ବର ସହ ପ୍ରତି ବର୍ଷ ଭଳି ଆଜି ମଧ୍ୟ ଦଶହରା ରେ, ଗ୍ରାମ ର ସଭାପତି ସଦାଶିବ ଜେନା, ଦେବେନ୍ଦ୍ର ମାଝୀ, ହୃଦାନନ୍ଦ ଜେନା, ନିବାରଣ ଜେନା ଙ୍କ ନେତୃତ୍ବରେ ପାଇକମାନେ ନିଜ ନିଜ ର ପ୍ରଦର୍ଶଣ କରି ଦେଖାଇ ଥିଲେ l ସେମାନଙ୍କ ମଧ୍ୟରୁ କୁସ୍ତି କସରଥ ରେ, ଦିଲ୍ଲୀପ ଜେନା, ମିହିର ପାତ୍ର, ପ୍ରମୋଦ ପୁହିଣ ଙ୍କ ଗଦା ମାଲ , ପ୍ରସନ୍ନ ମାଝୀ,ସୂଦର୍ଶନ ପାତ୍ର, ବିକାଶ ମହାନ୍ତି,ନୁରୀ ଜେନା , ରତି ରଞ୍ଜନ ଜେନା ଓ ଗ୍ରାମର ଛୋଟ ବଡ ପାଇକମାନେ ଖଣ୍ଡା,ତଲଵାର , ଫାର୍ସା ଓ ଢାଲ ଇତ୍ୟାଦି ର ପ୍ରଦର୍ଶଣ କରିବା ସହିତ ପ୍ରହଲ୍ଲାଦ ଜେନା ଙ୍କ ହାମର ପ୍ରାହାରରେ,ସମିର ପାତ୍ର ଙ୍କ ଛାତିରେ ପଥର ଭଙ୍ଗା, ବ୍ରହ୍ମାନନ୍ଦ ଜେନା ଙ୍କ ଉପରେ ବାଇକ୍ ଚଢ଼ିବା ସହିତ ସଗଡ ଚକ ବେକରେ ବୁଲାଇ ପାଇକମାନେ ନିଜର ପ୍ରାଦସଣ ଦେଖାଇ ଥିଲେ l
5