ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ

ଢେଙ୍କାନାଳ, 03/10/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ସମଚରଣପୁର ଠାରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରା ଯାଇଛି।ଗାନ୍ଧିଜୀ ଅହିଂସା ନୀତି ଆପଣେଇବା ପାଇଁ ଯୁବ ବର୍ଗଙ୍କୁ ବୁଝା ଯାଇଅଛି।ସମାଜସେବୀ ସୌମ୍ୟା ମିଶ୍ର ଉପସ୍ଥିତ ରହି ଏହି ସଭା କାର୍ଯ୍ୟ ଓ ସଫେଇ ଅଭିଯାନ ତଥା ବୃକ୍ଷ ରୋପଣରେ ସାମିଲ ହୋଇଛନ୍ତି।
4