ଢେଙ୍କାନାଳ, 03/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଦୂର୍ଗା ବଜାର ଠାରେ ସାଇ ଏଣ୍ଟର ପ୍ରାଇସ ୱାନ୍ ଫୋଟି ନାଇନ ଉଦ୍ଘାଟିତ ହୋଇଯାଇଛି । ଦୋକାନ ମାଲିକ ସନ୍ଦୀପ ମହାନ୍ତି କହିଛନ୍ତି ଛୋଟ ପିଲା ଓ ବଡ ପିଲା ଙ୍କ ଡ୍ରେସ୍ କୁର୍ତ୍ତି ପୁଅ ପିଲାଙ୍କ ଟି ସାର୍ଟ ପ୍ୟାଣ୍ଟ ମାତ୍ର ୧୪୯ ଟଙ୍କାରେ ଉପଲବ୍ଧ ଅଛି।ଏହି ଅଫର୍ ପାଇଁ ଦୋକାନ ରେ ଗରାଖ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।