ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମା ବଜାର କମିଟି ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ରାହାମା, 26/01/2025, ଉତ୍କଳ voice news - utkalvoicenews.comରାହାମାଏକ ବାଣିଜିକପେଣ୍ଟ ସ୍ଥଳୀ ଓ ଭାଇଚାରର ବଜାର ପ୍ରତିବର୍ଷ ଭଳି ଏ ବର୍ଷ ସାଧାରଣ ଦିବସ ପାଳିତ ହୋଇଥିଲା ଏହି ଉତ୍ସବରେ ରାହାମା ବଜାର କମିଟି ସଭାପତି ଶିଶିର କୁମାର ଦାଶ ଜାତୀୟ ପତାକା ଉତୋଳନ କରିଥିଲେ। ପତାକା ଉତୋଳନ ଉତ୍ସବ ରେ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସହ ସଭାପତି ସହସମ୍ପାଦକ , କୋଷାଧକ୍ଷ ବଂଶୀଧର କୁଣ୍ଡୁ, ବିଜେପି ମଣ୍ଡଳ ସଭାପତି ପ୍ରତାପ କୁମାର ଦାଶ ଓ ରାହାମା ବଜାର ସମସ୍ତ ଵେବସାୟୀ ମାନେ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିଥିଲେ
Article Image
1