ଯାଜପୁର, 05/10/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତ ଅଧୀନ ଅରଖପୁର ଗ୍ରାମର ଶଙ୍କର ସେଠୀ ଙ୍କ ପୁତ୍ର ର ଆଧାର କାର୍ଡ ରେ ନାମ ଭୁଲ୍ ଯୋଗୁ ସ୍କୁଲ ଓ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।ବର୍ତ୍ତମାନ ସେ ପଞ୍ଚମ ଶ୍ରେଣୀ ର ଛାତ୍ର ।ଆଧାର କାର୍ଡ ରେ ନାମ Jyosbant sethy ଭୁଲ୍ ଥିବାରୁ ତାଙ୍କ ନାମ Yosobanta sethi କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।ତାଙ୍କ ନାମ ସଂଶୋଧନ ହେଲେ ଶିକ୍ଷା ଓ ସରକାରୀ ସୁବିଧା ପାଇ ପାରିବେ।