ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ।

ଢେଙ୍କାନାଳ, 05/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଭାରତ ବର୍ଷ ପାଇଁ ଜୀବନ କୁ ତ୍ୟାଗ କରି ଇଂରେଜମାନଙ୍କ ଗୋରା ସିପାହୀ ଙ୍କୁ ଭୟ ନକରି ତାଙ୍କ ଆଗରେ ଦମ୍ଭ ଦେଖାଇ ଜଣେ ସାହସୀ ବାର ବର୍ଷର ବାଳକ ହେଉଛନ୍ତି ବୀର ବାଜି ରାଉତ। ତାଙ୍କ ର ଜନ୍ମ ଶତବାର୍ଷିକୀ ରେ ତାଙ୍କ ତୈଳ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ରାଜ୍ୟ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ। ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ନିଦର୍ଶନ ବୋଲି ଶ୍ରୀ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
68