ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ଵର୍ଗତ ପ୍ରମିଳା ମଲ୍ଲିକଙ୍କ *୧୮ତମ* ଶ୍ରାଦ୍ଧ ଦିବସ ପାଳନ।

କୁଜଙ୍ଗ / ବଳରାମପୁର , 06/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଆବିର୍ଭାବ :-୧୭/୦୫ / ୧୯୫୨ / ତିରୋଧାନ - ୨୫/୧୦/୨୦୦୭। ଆଜି ହେଉଛି ସ୍ଵର୍ଗତ ପ୍ରମିଳା ମଲ୍ଲିକଙ୍କ *୧୮ତମ* ଶ୍ରାଦ୍ଧ ଦିବସ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଙ୍କପାଳ ର ଜହ୍ନାପାଳ ଗ୍ରାମରେ ନିଜ ବାସ ଭବନରେ ପରିବାର ବର୍ଗ ତରଫରୁ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି।ଉକ୍ତ ଦିବସରେ ପରିବାରର ପୁଅ ବୋହୂ, ନାତି,ନାତୁଣୀ ଓ ବନ୍ଧୁ ବାନ୍ଧବ ଉପସ୍ଥିତି ରହିଥିଲେ। ସ୍ଵର୍ଗତ ମଲ୍ଲିକ ଜଣେ ଅତି ନିଷ୍ଠାବାନ ଏବଂ ଶାନ୍ତ ସ୍ଵଭାବର ମଣିଷ ଥିଲେ। ଯେତେବେଳେ ତାଙ୍କ ଆଗରେ କୈଣସି ବ୍ୟକ୍ତି ବିଶେଷ ଅସୁବିଧାରେ ପଡ଼ିବାର ଦେଖୁଥିଲେ ,ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଗେଇ ଆସୁଥିଲେ। ଅନ୍ୟ ର ଦୁଃଖ ହେଲେ ଅତି ଦୁଃଖର ସହିତ କହିବାରୁ ପଡୁଛି କି ସେଭଳି ମହାନ୍ ମଣିଷ ଆଜି ଆମ ଗହଣରେ ନାହାନ୍ତି। ଆଜି ହେଉଛି ସେହି ମହାନ୍ ଆତ୍ମାଙ୍କ ଶ୍ରାଦ୍ଧ ଦିବସ। ଆଜି ଭଳି ଦିନରେ ଆମ ପରିବାରରେ ସମସ୍ତ ସଦସ୍ୟ ମାନେ ମିଶି ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସେ ମହାନ୍ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏବଂ ଭଗବାନଙ୍କୁ ଏତିକି ମାଗୁଛୁ ସେ ଯୋଉଠି ଥାଆନ୍ତୁ ଭଲରେ ଥାଆନ୍ତୁ।
6