ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପ୍ରୟାଣ ଭାସ୍କର ଓଝା ତଥା ଚାରିଥର ୱାର୍ଡମେମ୍ବରଙ୍କ ବିୟୋଗ ରେ ଶୋକ

ବାଲିକୁଦା, 07/10/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଳକ ଅନ୍ତର୍ଗତ ତିତିରା ପଞ୍ଚାୟତର ରାମତୋଳ ଗ୍ରାମର ଚାରି ଥର ୱାର୍ଡ ମେମ୍ବର ତଥା ଧର୍ମପ୍ରାଣ ବ୍ୟକ୍ତି ଭାସ୍କର ଓଝା (୮୯)ଙ୍କ ଆଜ ପରଲୋକ ହୋଇଯାଇଛନ୍ତି। ସ୍ୱର୍ଗତ ଓଝା ଜଣେ ସ୍ନେହୀ ଓ ପରୋପକାରୀ ବ୍ୟକ୍ତି ତଥା ରାଜନୈତିକ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଥିବା ଶୋକରଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ଶେଷ ଦର୍ଶନ କରିବାସହ ଶୋକ ବ୍ୟକ୍ତ କରିଥିଲେ। ବଡ ପୁତ୍ର ନାରାୟଣ ଓଝା, ସାନ ପୁଅ କରୁଣା କର ଓଝା,ଜ୍ୟୋଇଁ ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା , ଧର୍ମା ନନ୍ଦ ଓଝା,କୈଳାସ ଓଝା,ନାରାୟଣ ମହାରଣା,ଲକ୍ଷ୍ମୀ ଧର ମହାରଣା,ପୁତ୍ରବଧୁ,ଲକ୍ଷ୍ମୀ ପ୍ରିୟା ଓଝା, ରେବତୀ ଓଝା,ଶୈଳବାଲା ଓଝା, ବବି ଓଝା, କବିଲତା ଓଝା, ରାଞ୍ଜୁଲତା ଓଝା, ପ୍ରଭାତୀ ମହାରଣା, ନୟନ ଓଝା, ଅଞ୍ଜନା ମହାରଣା, ଜୟନ୍ତୀ ଓଝା,ସାବିତ୍ରୀ ମହାରଣା,ନାତି ଅନୀଲ କୁମାର ଓଝା, ଚନ୍ଦନ ଓଝା,ଗଣୁ ଓଝା, ଜଗନ୍ନାଥ ଓଝା, କିଶନ ଓଝା,ସାଗର ମହାରଣା, ସମୀର ମହାରଣା,ନାତୁଣୀ ବୋହୁ ସୁଭସ୍ମିତା ଓଝା, ନାତୁଣୀ ମଧୁସ୍ମିତା ଓଝା, ସସ୍ମିତା ଓଝା, ସୁଚିସ୍ମିତା ମହାରଣା,ସନ୍ତୋଷ ଓଝା, ଜୀବନ ଓଝା, ପବନ ଓଝା,କୈଳାସ ଓଝା, ସୁବାସ ଓଝା, ଉମେଶ ଓଝା, ସର୍ବେଶ୍ୱର ଓଝା,ରମେଶ ଓଝା,କ୍ଷେତ୍ରମୋହନ ଓଝା, ପ୍ରତାପ ଓଝା,ଜଳଧର ମହାରଣା, ହାଡ଼ିବନ୍ଧୁ ଓଝା, ତ୍ରିଲୋଚନ ଦାସ,ସରୋଜ ମହାରଣା, ଅରୁଣ ମହାରଣା, ପ୍ରଫୁଲ୍ଲ ଲେଙ୍କା, ଭୀମ ସେନ ସ୍ବାଇଁ, ବାସୁ ସ୍ବାଇଁ,ଅଶୋକ ମହାରଣା,ଶିବ ଚରଣ ଓଝା ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ପୁଅ ନାରାୟଣ ଓଝା ମୁଖାଗ୍ନି ଦେଇଥିଲେ।
5