କୁଜଙ୍ଗ , 09/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଆଇନଜିବୀ ପିତାମ୍ବର ପଣ୍ଡାଙ୍କର ହତ୍ୟାକାଣ୍ଡ ପ୍ରତିବାଦରେ ଆସାମୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ କୁଜଙ୍ଗ ଓକିଲ ସଂଘ ତରଫରୁ କୁଜଙ୍ଗ ବଜାର ନୀରବ ପ୍ରତିବାଦ ପରିକ୍ରମା କରାଯାଇଛି।ଏହି କାର୍ଯ୍ୟକ୍ରମରେ ସଭାପତି ଏ ଏନ୍ ଡି ଯାଦବ,ସମ୍ପାଦକ ବ୍ରଜକିଶୋର ରାଉତ,ରଶ୍ମିରଞ୍ଜନ ମହାପାତ୍ର,ନୃସିଂହ ପ୍ରଧାନ,ରମେଶ ଦାସ,ଅମୃତ ଦାସ,ସତ୍ୟାନନ୍ଦ ବିଶ୍ଵାଳ,ସଞ୍ଜୟ କୁମାର ବେହେରା,ଦାମୋଦର ସ୍ୱାଇଁ,ସୁବର୍ଣ୍ଣ ମିଶ୍ର,ରଞ୍ଜିତ ବିଶ୍ବାଳ,ଶ୍ରୀଧର ମିଶ୍ର,ନିର୍ମଳ ସାହୁ,ଧନେଶ୍ଵର ସ୍ୱାଇଁ,ବିଦ୍ୟାଧର ମଲ୍ଲିକ,ପ୍ରମୋଦ ବେହେରା,କାର୍ତ୍ତିକ ମହାନ୍ତି,ପ୍ରଫେସର ପ୍ରଧାନ,ପରେଶ୍ ନାଥ,ଅଭିମନ୍ୟୁ ରାଉତ,ସୁକାନ୍ତ ମାଝୀ,ଅଲେଖ ମାଝୀ,ପବିତ୍ର ନାୟକ,ଅଭି ବେହେରା,ମହେଶ୍ୱର ଦାସ,ଦୀପକ ନାୟକ,ତୋଫାନ ସାହୁ,ପ୍ରଭାତ ନାଥ ଶର୍ମା,କାଳୀ ପ୍ରସାଦ ମୁଦୁଲି ପ୍ରମୁଖ ଉକ୍ତ କାର୍ଯକ୍ରମରେ ଯୋ ଦେଇଥିଲେ।