ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏ.ଏଚ.ଏସ.ଇ -2025ଟପର ସୁଶୀଲ କୁମାର ନାୟକଙ୍କୁ ସ୍ୱାଗତ | କୋଚିଂସେଣ୍ଟର "ବିଜ୍ଞାନ କ୍ଲାସେସ "କୁ ଧନ୍ୟବାଦ |

ଜଗତସିଂହପୁର, 09/10/2025, ଉତ୍କଳ voice news - utkalvoicenews.com ( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
2025ର ଏ.ଏଚ. ଏସ. ଇ. ପରୀକ୍ଷାରେ ବଡମ୍ବା ନରସିଂହପୁରର ସୁଶୀଲ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରି ନିଜ ପରିବାର, ଗାଁ, ଓ ସାରାରାଜ୍ୟ ପାଇଁ ଗୌରବ ଆଣିଛନ୍ତି |ସେ ଭୁବନେଶ୍ୱରର ବି. ଜେ. ବି. ନଗରରେ ଗଢିଉଠିଥିବା କୋଚିଂସେଣ୍ଟର "ବିଜ୍ଞାନ କ୍ଲାସେସ "ରେ କୋଚିଂ ନେଉଥିଲେ |
Article Image
ଏହି କୋଚିଂସେଣ୍ଟରରେ ଦକ୍ଷ ଓ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଏ | ଅନୁଷ୍ଠାନର ଛାତ୍ର ସୌମ୍ୟ ପ୍ରଧାନ, ନିମାଇଁ ବିଶ୍ୱରଂଜନ ବେହେରା, ଜ୍ୟୋତି ରଞ୍ଜନ, ସତ୍ୟଗୌରବ, ଜୁଲୁ ସାହୁ, ଆକାଶ ବେହେରା, ଅମୁଲ୍ୟ ମଲ୍ଲିକ ପ୍ରଭୁତି ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ବିଭିନ୍ନ ସରକାରୀ ମେଡିକାଲକଲେଜ ରେ ଅଧୟନ କରୁଛନ୍ତି |ସବୁଠାରୁ ବଡକଥା ହେଲା, ଆର୍ଥିକ ପରିସ୍ଥିତି ର ସମ୍ମୁଖୀନ ହେଉଥିବା ଗରିବପିଲା ମାନଙ୍କୁ ଅନୁଷ୍ଠାନ ସବୁବେଳେ ସହଯୋଗର ହାତବଢ଼ାଇଥାଏ |ସେଥିପାଇଁ ବିଜ୍ଞାନ କ୍ଲାସେସ କୋଚିଂ ସେଣ୍ଟର ପ୍ରତି ପିଲାମାନଙ୍କର ଆଗ୍ରହ ବହୁତ ବଢ଼ିଯାଇଛି |ଅନୁଷ୍ଠାନର ନିର୍ଦେଶକ ଅଜୟ କୁମାର ବାରିକ ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଥିବାରୁ, ଓଡିଶା ଅଭିଵାବକ ମହାସଂଘ ତରଫରୁ ଡକ୍ଟର ଧୃତିଧର ଦାସ, ସରୋଜ ନାୟକ କୃତି ଛାତ୍ରଛାତ୍ରୀ ଙ୍କ ସମେତ ଅନୁଷ୍ଠାନ ର ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |
Article Image
Article Image
7