ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲୁଙ୍କେଶ୍ୱର ପେପର ଇଣ୍ଡିଷ୍ଟ୍ରିରେ ଅଗ୍ନିକାଣ୍ଡ

ବୁଗୁଡ଼ା, 10/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହରିଶରଣ ପୁର ଗ୍ରାମରେ ଥିବା ଏକ ପେପର ଇଣ୍ଡିଷ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ହରିଶରଣ ପୁର ଗ୍ରାମରେ ଥିବା ବାଲୁଙ୍କେଶ୍ବର ପେପର ଇଣ୍ଡିଷ୍ଟ୍ରିରେ ବିଦ୍ୟୁତ ସଟସର୍କିଟି ଯୋଗୁ ଅଗ୍ନିକାଣ୍ଡ ଘଟି ସେଠାରେ ଥିବା ପେପର ପ୍ଳେଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ପାଖାପାଖି ଲକ୍ଷାଧିକ ଟଙ୍କାର ପେପର ପୋଡ଼ି ପାଉଁଶ ହୋଇଯାଇ ଥିଲା। ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଆୟତ୍ତ କରିଥିଲେ।
Article Image
5