ଏରସମା, 26/01/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ୍ ବାଲିତୁଠ ସମବାୟ ସମିତି ଓ ଚଟୁଆ ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ମୁଣ୍ଡିକୁ ଉଦଘାଟନ କରିବା ସହିତ ଚାଷୀ ମାନଙ୍କ ଧାନ କିପରି ସୁବିଧାରେ ଯାଇପାରିବ ଏବଂ କିପରି ଉଚିତ୍ ମୂଲ୍ୟ ପାଇବେ ପରାମର୍ଶ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦିପ୍ତିରଞୀନ କୂଅଁର, ବ୍ଲକ ଉପାଧ୍ୟକ୍ଷ ବିକାଶ ପରିଡା, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାମଦେଇପୁର ସରପଞ୍ଚ ବୈଜୟନ୍ତି ମହାନ୍ତି, ସମିତି ସଭ୍ୟ ବିକ୍ରମ ମହାପାତ୍ର,ଚଟୁଆ ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ, ପୂର୍ବତନ ସମିତି ସଭ୍ୟ ପ୍ରକାଶ ପରିଡ଼ା, ଚଟୁଆ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତି, ବାଲିତୁଠ ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି, ପୃର୍ବତନ ସଭାପତି ବିଭୁରଞ୍ଜନ ସାମନ୍ତରାୟ, ରମେଶ ଚନ୍ଦ୍ର ପରିଜା, କୈଳାସ ଚନ୍ଦ୍ର ଦାସ, ଉପସଭାନେତ୍ରୀ ଅନୁଛାୟା ଦାସ, କନକଲତା ପରିଡ଼ା, ଯୁବ ସମାଜସେବୀ ଗଣେଶ ରାଉତ, ସୁରେଶ ଦାସ, ରଶ୍ମିତା ନାୟକ, ମାନଗୋବିନ୍ଦ ଦାସ, ଅନୁଜ ରାୟ, ଓମ୍ ପ୍ରକାଶ ଦାସ, ନାରାୟଣ ପାତ୍ର, ସଲିଲ୍ ରାଉତ, ଶିଶିର ମହାନ୍ତି, ଶରତ ସ୍ଵାଇଁ, ଲୋକନାଥ ରାଉତ, ଚାଷୀ ବଂଶୀଧର ଦାସ, ଶରତ ପାତ୍ର, ବସନ୍ତ ସ୍ଵାଇଁ, ରବିନ୍ଦ୍ର ପ୍ରଧାନ, ନିବାରଣ ପରିଡା, ବାସୁଦେବ ପରିଡା, ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ବାଲିତୁଠ ସମିତିର ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ନବଘନ ମଲ୍ଲ, ଡିଓ ଚିନ୍ମୟ ସ୍ଵାଇଁ, ବାଦଲ ମହାପାତ୍ର ଓ ଚଟୁଆ ସମିତି ସମ୍ପାଦକ ରମାକାନ୍ତ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ।