ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ଲଷ୍ଟର ସ୍ତରୀୟ ତ୍ସୁରଭି କାର୍ଯ୍ୟକ୍ରମ

ଏରସମା, 15/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଉଚ୍ଚ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିନ୍ମୟ ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଡ଼,ଶରତ ଚନ୍ଦ୍ର ପରିଡା, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲିଆକତ୍ ଅଲ୍ଲୀ ଖାଁ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ,ସି ଆର୍ ସି ସି ମେନକା ମଞ୍ଜରୀ ସ୍ଵାଇଁ,କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ଲେଙ୍କା,ଅରବିନ୍ଦ ପଟ୍ଟନାୟକ, ଦମୟନ୍ତୀ ଜେନା,ସୁରେଶ ଚନ୍ଦ୍ର ମହାନ୍ତି,ସଞ୍ଜୟ କୁମାର ନାୟକ, ସୁନିଲ୍ କୁମାର ଦାସ ଓ ତାପସ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ କ୍ଲଷ୍ଟର ଅନ୍ତର୍ଗତ ୧୩ ଟି
Article Image
ବିଦ୍ୟାଳୟର ୧୫୮ ଜଣ ଛାତ୍ରଛାତ୍ରୀ ଯୋଗଦେଇ,ବିତର୍କ,ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର,ସ୍ରୃଜନଶୀଳ ଲିଖନ,ସଙ୍ଗୀତ,କୁଇଜ୍,ବକୃତା ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।କ୍ରୃତ୍ତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
4