ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ହୋଟେଲ ଇଣ୍ଟରନେଶ୍ନାଲରେ ଯୁବକ ମୃତ ସନ୍ଦେହ ଜନଙ୍କ l

ପାରାଦୀପ, 15/10/2025, ଉତ୍କଳ voice news - utkalvoicenews.com
Article Image
ଗତକାଲି ସକାଳ 7ଟା ସମୟରେ ପାରାଦୀପ ଇଣ୍ଟର ନେସନାଲ ହୋଟେଲରେ ଗତକାଲି ସକାଳ ୭ ଟା ସମୟରେ ମହାକାଳ ପଡା, ତେନ୍ତୁଲି କନ୍ଧା ଗ୍ରାମର ପ୍ରଶାନ୍ତ ରାଉତଙ୍କ ପୁଅ ପ୍ରଭାସ ରାଉତ ବୟସ ୨୭ ଙ୍କର ସନ୍ଦେଶ ଜନଙ୍କ ଭାବେ ମୃତୁ ହୋଇଥିବା ଜଣାଯାଇଛି l ସେ ହୋଟେଲର 211 ନମ୍ବର ରୁମ ବୁକ କରିଥିଲେ ଦିନରେ ହୋଟେଲ ବାହାରକୁ ଯିବା ଆସିବା କରିବା ହୋଟେଲ ପିଲା ଏବଂ କତୃପକ୍ଷ ଦେଖିଥିବା ସୂଚନା ଦେଇଛନ୍ତି l କିନ୍ତୁ ଆଜି ରୁମର କବାଟ ନଖୋଲିବାରୁ ହୋଟେଲ କର୍ମଚାରୀ ଙ୍କ ସନ୍ଦେହ ଘନୀଭୂତ ହୋଇଥିଲା l ଯୁବକଙ୍କ ଘର ଫୋନରୁ ହୋଟେଲକୁ ବାରମ୍ବାର ଫୋନ ଆସିଥିଲା l ହୋଟେଲ କର୍ମଚାରୀ ଦେଖିଵାରୁ ଭିତର ପଟୁ କବାଟ ବନ୍ଦ, କବାଟ ନଖୋଲିବା ଶୁଣି ତାଙ୍କ ବାପା, ଭାଇ ଏବଂ ଅନ୍ୟ ବନ୍ଧୁବାନ୍ଧବ ଆସି ପଂହଁଚିବା ପରେ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ, ଅଡିସନାଲ ମାଜିଷ୍ଟ୍ରେଟ, ସାଇଣ୍ଟିଫିକ ଟିମ ସହାୟତାରେ କବାଟ ଭଙ୍ଗା ଯାଇଥିଲା ଏବଂ ଦେଖିବାକୁ ମିଳିଥିଲା ଯୁବକ ଜଣକ ଏକ ନୂଆ ପ୍ଲାଷ୍ଟିକ ରସି ସାହାଯ୍ୟରେ ଫ୍ୟାନ ରୁ ନିଜ ବେକରେ ରସି ବାନ୍ଧି ଆତ୍ମହତ୍ୟା କରିଛନ୍ତି l ଖବର ନେବାରେ ଜଣାପଡିଛି ଯେ ପ୍ରଭାସ ସ୍ଥାନୀୟ ବାମନ ଇଂଜିନିୟରିଙ୍ଗ କମ୍ପାନୀରେ କାର୍ଯ୍ୟ କରନ୍ତି ତାଙ୍କ ପରିବାର ଲୋକଙ୍କୁ ପଚାରିବାରେ ଏହା ପ୍ରେମ ବେପାରକୁ ନେଇ ଏପରି କାଣ୍ଡ ହୋଇଥାଇ ପାରେ ବୋଲି କହୁଛନ୍ତି
Article Image
6