ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାନ୍ତିଲତା ରାଉତଙ୍କ ଶ୍ରଦ୍ଧାଞ୍ଜଳି ଉତ୍ସବ

ଏରସମା, 16/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ହାଜିପୁର ଗ୍ରାମର ଧର୍ମପ୍ରାଣା ମହିଳା ଶାନ୍ତିଲତା ରାଉତଙ୍କର ଶ୍ରଦ୍ଧାଞ୍ଜଳି ଉତ୍ସବ ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡ. ଅରୁଣ କୁମାର ପାଣି, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ଖଣ୍ଡୁଆଳ, ସମ୍ମାନିତ ଅତିଥିଭାବେ ହେମନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ଅଭୟ କୁମାର ପ୍ରଧାନ,ନଗେନ୍ଦ୍ର ନାଥ ସ୍ୱାଇଁ, ଆଇନଜୀବୀ ମଞ୍ଜୁଲତା ରାଉତ,ମହେଶ୍ୱର ସ୍ୱାଇଁ,ଗୀତା ଦାସ, ଅନିଲ କୁମାର ଜେନା, ବିଭୂଷିତା ଦାସ,ଶିବ ପ୍ରସାଦ ସାହୁ, ଯଯାତି କେଶରୀ ସାମନ୍ତରାୟ,ଶରତ ଚନ୍ଦ୍ର ତାରିଣୀଆ ପ୍ରମୁଖ ଯୋଗ ଦେଇଥିବାବେଳେ ଶ୍ରଦ୍ଧା ସୁମନ ଅର୍ପଣ ସହ ଏକ ସ୍ମୃତି ପୁସ୍ତିକା ଶାନ୍ତି ନିଳୟରେ ଶାନ୍ତିରେ ଶାନ୍ତି ଉନ୍ମୋଚନ ହୋଇଥିଲା l ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ପରିବାର ସଦସ୍ୟ ଯଥା ନିମାଇଁ ଚରଣ ରାଉତ, ପ୍ରେମ ଚରଣ ରାଉତ ଡ. ବସନ୍ତ ମଞ୍ଜରୀ ଦାସ, ଇଂ ବିଘ୍ନେଶ ରାଉତରାୟ, ଇଂ ବିଧାନ ରାଉତରାୟ, ଗଗନ କୁମାର ସାମଲ, ଗୀତାଞ୍ଜଳି ରାଉତ, ଝରଣା ରାଉତ, ଅକ୍ଷୟ କୁମାର ରାଉତ, ଗୋପୀନାଥ ରାଉତ, ବାବାଜୀ ଚରଣ ରାଉତ,ଆଲୋକ କୁମାର ନାୟକ, ପ୍ରଦୀପ ଯୋଗାଣିଆ, କରିସ୍ମା ପୃଷ୍ଟି, ରୁଚିସ୍ମିତା ରାଉତ, ନିତ୍ୟ ରାଉତ,ଲିପୁ,ପପୁ, ଅମ୍ବୁ, ପପି, ପିଣ୍ଟୁ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ପ୍ରଯୋଜକ ବୈଦ୍ୟ ନାଥ ସାହୁଙ୍କ କାସିବିଶ୍ୱନାଥ ଭଜନ ସନ୍ଧ୍ୟାଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l
5