ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶତାୟୁ ପୁରୁଷ ଜଗନ୍ନାଥ ବେହେରାଙ୍କ ଶହେ ତମ ଜନ୍ମୋତ୍ସବ ପାଳନପାଇଁ ପ୍ରସ୍ତୁତି ବୈଠକ l

ଏରସମା, 20/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବଜାରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟ ପୂଜା ସଂସଦ ଉପଦେଷ୍ଟା ଅରୂପାନନ୍ଦ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିl ବରିଷ୍ଟ ନାଗରିକ ମଞ୍ଚଏରସମl ର ସଭାପତି ଶଶୀଭୁଷଣ ସ୍ୱାଇଁ କହିଲେ ଏ ମାଟିର ଗର୍ବ ଓ ଗୌରବ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଶହେ ତମ ଜନ୍ମଉତ୍ସବ ଚଳିତ ଅକ୍ଟବେl ମାସ ର 26 ତାରିଖ ରବିବାର ପାଳନ କରିଵାପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଲେ l କମିଟି ର ପ୍ରତ୍ୟକ୍ଷ ତତ୍ୱl ଅବଧାନ ରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ନାଗୁ ଚରଣ ଦେବତା, ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ଧ୍ୱଜରାଜ ଖଣ୍ଡୁଆଳ,ମହେଶ୍ୱର ସ୍ୱାଇଁ,ପ୍ରଶାନ୍ତ କୁମାର ସେଠି, ଯଯାତି କେଶରୀ ସାମନ୍ତରାୟ,ଅକ୍ଷୟ କୁମାର ଖଟୁଆ ମଥୁରୀ ସେଠି, ପ୍ରେମଚରଣ ରାଉତ,ଉମେଶ ଚନ୍ଦ୍ର ସେଠି,ହୁଷିକେଶ ଜେନା,ଚନ୍ଦ୍ରଜିତ ଦାସ,ତୃପ୍ତି ରଞ୍ଜନ ମହାନ୍ତି, ହେମନ୍ତ ନାୟକ, ନଗେନ୍ଦ୍ର ସ୍ୱାଇଁ ଓ ବାବୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ
6