ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ବସ୍ତିରେ ବାଣ ବଣ୍ଟନ।

ଢେଙ୍କାନାଳ, 21/10/2025, ଉତ୍କଳ voice news - utkalvoicenews.com(ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢେ଼ଙ୍କାନାଳର ଏକ ବସ୍ତିରେ ବାଣ ବଣ୍ଟନ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ବାଣ ଫୁଲଝରି କୁମ୍ପି ଚକ୍ରି ହାବେଳି ଓ ବିଭିନ୍ନ ରଙ୍ଗ ବିରଙ୍ଗର ବାଣ ବଣ୍ଟନ କରାଯାଇଛି।ଶ୍ରୀ ସୌମ୍ୟ ରଞ୍ଜନ ପାଢୀଙ୍କ ପକ୍ଷରୁ ଏହାକୁ ବଣ୍ଟନ କରାଯାଇଅଛି। ଛୋଟ ଛୋଟ ପିଲାଙ୍କ ଖୁସିରେ ଆମ ଖୁସି କହିଛନ୍ତି ସଂଘର ସକ୍ରିୟ ସଦସ୍ୟ ସୌମ୍ୟା ମିଶ୍ର।
6