ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କାଳୀ ପୂଜା ପାଳନ

ଢେଙ୍କାନାଳ, 21/10/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ :ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମା ଶ୍ୟାମା କାଳୀ ଙ୍କ ପୂଜା ପାଳନ ହୋଇଯାଇଛି। ୨୦/୧୦ ମଧ୍ୟ ରାତ୍ର ରେ କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାର ପୂଜା, ମା କାଳୀ ଙ୍କୁ ଚକ୍ଷୁ ଦାନ,ବିଭିନ୍ନ ପ୍ରକାରର ଫୁଲ ଓ ଫଳ, ଭୋଗ ଲାଗି ହୋଇଥିଲା । ଅଗ୍ନୀ ସଂସ୍କାର,ଚଣ୍ଡି ପୂଜା, ସପ୍ତଚଣ୍ଡି ଆହୂତି ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଙ୍କ ତତତ୍ଵାବଧାନରେ ମା ଙ୍କ ପୂଜା ପାଳନ ହୋଇଥିଲା।୨୪ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।
6