ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରିରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାୟଗଡ଼ା / ଟିକିରି, 22/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ସାଇବର ସୁରକ୍ଷା ସଚେତନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାକୁ ସାଇବର ସୁରକ୍ଷା ସଚେତନ ରୋଥ ବୁଲୁଥିବା ବେଳେ ଚଳିତ ମାସ ୧୯ ତାରିଖ ଦିନ ରାୟଗଡା ସଦର ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ରାୟଗଡା ଆରକ୍ଷୀଅଧିକାରୀ ଏସ ସ୍ବାତି କୁମାରୀ ଶୁଭାରମ୍ଭ କରିଥିବା ବେଳେ।ମଙ୍ଗଳବାର ଦିନ ରାୟଗଡା ଜିଲ୍ଲା କକାଶିପୁର ବ୍ଲକ ଟିକିରି ସହରରେ ପହଞ୍ଚିଥିଲା ଟିକିରି ଥାନା ଆଇ ଆଇ ସି ଶ୍ରୀମତୀ ବିଶ୍ଵବନ୍ଦୀନୀ ବାଗ ଙ୍କ ନେତୃତ୍ବରେ ଟିକିରି ଅଞ୍ଚଳର ଜନ ସାଧାରଣ ରଥ କୁ ସ୍ବାଗତ ସମ୍ବର୍ଦ୍ଧନା କରି ଟିକିରି ପଞ୍ଚାୟତ ସଭାଗୃହ ଠାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରାୟଗଡା ଏସଡିପିଓ ଗୈରହରୀ ସାହୁ, ସାଇଵର ଏକ୍ସପଟ ଅବିନାସ ରେଡି,ରାୟଗଡା ଏଚ ଆର ପି ସି ସନ୍ତସ କୁମାର ସତପଥୀ ଉପସ୍ଥିତ ରହି କିପରି ଭାବେ ସୁରକ୍ଷିତ ରହି ସାଇବର ଅପରାଧକୁ ରୋକିହେବ ସମସ୍ତଙ୍କୁ ସଚେତନତା କରିଥିଲେ।
Article Image
ଏହି କାର୍ଯ୍ୟକ୍ରମରେ କାଶିପୁର ବ୍ଲକ ଅଦକ୍ଷ କଣ୍ଠମାଝୀ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ,ବାଙ୍କାମ୍ବ ସରପଞ୍ଚ  ପିଲୁକୁ ମାଝୀ ,ନକଟିଗୁଡା ଭଗବାନ ମାଝୀ,ଗୋରଖପୁର ସରପଞ୍ଚ ଲକ୍ଷ୍ମଣ ମାଝୀ,ଡୁଡୁକାବାହାଲ ସରପଞ୍ଚ ସରସ ମାଝୀ,ପୋଡାପାଡି ସରପଞ୍ଚ ନିଳାବତୀ ମାଣ୍ଡାଙ୍ଗି,ହରପ୍ରଷାଦ ନାୟକ,ବିଧାୟକ ପ୍ରତିନାଧି ଜିଜୁରୁ ମାଝୀ,କଂଗ୍ରେସ ଏସି ସେଲ ସଭାପତୀ ରାଜେନ୍ଦ୍ର ଦୁରିଆ ମିସନ ଶକ୍ତି ଏମବିକେ ସଂଯୁକ୍ତା ଖୋରା,ମହିଳା ମଣ୍ଡଳ ମହିଳା ମାନେ,ବ୍ରାହ୍ମଣ ସମାଜ ଶକ୍ତି ବାହିନୀ ମହିଳା, ସମସ୍ତ ଓ୍ବାଡ ସଭ୍ୟ, ଯୁବକ ସଂଙ୍ଘ, ଓ ଟିକିରି ଅଞ୍ଚଳର ବୁଧିଜୀବୀ  ଜନତା ଉପସ୍ଥିତ ଥିଲେ।
Article Image
Article Image
Article Image
Article Image
7