ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲାଙ୍ଗୁଡି ପାହାଡ଼ ପାଦଦେଶରେ ଅଷ୍ଟମ ବାର୍ଷିକ ଗିରି ଗୋବର୍ଦ୍ଧନ ପୂଜା ପାଳନ ହୋଇଅଛି

ଯାଜପୁର, 23/10/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ଦୁଆରସୁଣି ଏତ୍ୟହ ପୀଠ ଲାଙ୍ଗୁଡି ପାହାଡ ଠାରେ ଅଷ୍ଟମ ବାର୍ଷିକ ଗିରୀଗୋବର୍ଦ୍ଧନ ପୂଜା ମହାସମାରୋହ ରେ ପାଳିତ ହୋଇଯାଇଅଛି , ଏକ ସାଧାରଣ ସଭା କରାଯାଇଥିଲା ଏଥିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ ଜିଲ୍ଲା ଯାଦବ ମହାସଭା ର ସଭାପତି ରାମଚନ୍ଦ୍ର ବେହେରା ବ୍ଲକ ସଭାପତି ନିତ୍ୟାନନ୍ଦ ବେହେରା ବ୍ଲକ ସାଧାରଣ ସମ୍ପାଦକ ସୁବାସ ବେହେରା ,ଜିଲ୍ଲା କାର୍ଯ୍ୟକାରି ସଭାପତି ନିର୍ମଳ ଯତି ମୁଖ୍ୟ ପରାମର୍ଶଦାତା ପଦ୍ମାକର ଗୁରୁ,ଜିଲ୍ଲା ସାଧାରଣ ସମ୍ପାଦକ ଈଂ ମନୋଜ ଦାସ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଶ୍ରୀନାଥ ମିଶ୍ର ,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ ,ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ ଯୁବ ସମାଜସେବୀ ରାକେଶ କୁମାର୍ ନାୟକ ଯୋଗଦାନ କରିଥିଲେ ଏବଂ ବହୁ ବ୍ୟକ୍ତି ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ସମ୍ବର୍ଦ୍ଧିତ ଅତିଥି ମାନଙ୍କ ମଧ୍ୟରୁ ଡା ରାମନରେଶ ଯାଦବ ,ଲାଙ୍ଗୁଡି ସୁରକ୍ଷା ମଂଚ ଟ୍ରଷ୍ଟ ର ସମ୍ପାଦକ ଆଲୋକ ଜେନାସାମନ୍ତ ଧର୍ମଶାଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ମାଝୀ କୋତପୁର ଫାଣ୍ଡି ଅଧିକାରୀ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସମ୍ମାନିତ ଏଥି ମଧ୍ୟରୁ ପାଟପୁର ସରପଞ୍ଚ ଶ୍ରୀଯୁକ୍ତ ଦୁଶାସନ୍ ନାୟକ ,ସମିତି ସଭ୍ୟ ଶ୍ରୀଯୁକ୍ତ ପାଣିଗ୍ରାହୀ ଓ ମୋହନ ଚରଣ ଖିଲାର ,ଶ୍ରୀଯୁକ୍ତ ଯୁଗଳ ଦାସ ଅତିଥି ଭାବେ ଯୋଗଦାନ କରିଥିଲେ ପରିଶେଷରେ ଶିକ୍ଷକ ଗଗନ ବାରିକ ଧନ୍ୟବାଦ୍ ଦେଇଥିଲେ ସଭାପତି ସଭାସାଙ୍ଗ କରିଥିଲେ
Article Image
4