ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର ଶିକ୍ଷା

ରାୟଗଡ଼ା, 24/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଏକ ଡ଼ିସ୍‌ଲେସିଆ ଶିକ୍ଷଣ ଅକ୍ଷମତା) ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ,. ରାୟଗଡ଼ ଶ୍ରୀଯୁକ୍ତ ସୁଜିତ୍ କୁମାର ମିଶ୍ର, ଓ ଅତିରିକ୍ତ ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ, ରାୟଗତ ସବୁଜ ପତକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
Article Image
ଏହି ଶୋଭାଯାତ୍ରା ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଶିବ ମନ୍ଦିର ଛକ, ହାଥିପଥର ରାସ୍ତା, ଦେଇ ବାଳିକା ଉଚ୍ଚ ବିଦ୍ୟାଳୟରେ ପତ୍ୟାବର୍ତନ କରିଥିଲେ । ଶୋଭା ଯାତ୍ର ପରେ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ବିଷୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ . ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା, ରାୟଗଡ଼ର ପେଡ଼ାଗୋଜି ସଂଯୋଜକ ଓ ଭିନ୍ନକ୍ଷମ ଶିକ୍ଷା ସଂଯୋଦକ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ସମ୍ଭଳ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସାଧନ କର୍ମୀ ଶ୍ରୀ କୃଷ୍ଣପ୍ରସାଦ ମିଶ୍ର, ଅଂଶଗ୍ରହଣ କରିଥିଲେ । ସମଗ୍ର ଶିକ୍ଷା, ରାୟଗଡ଼
Article Image
Article Image
Article Image
3