ଏରସମା, 25/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ନିକଟସ୍ଥ ସିହା ସ୍ଥିତ ବାସଭବନରେ କାଲି ବିଳମ୍ବିତ ରାତ୍ର ରେ ଶୁଭ ନାରାୟଣ ଖଣ୍ଡୁଆଳଙ୍କ ର 64ବର୍ଷ ରେ ପରଲୋକl ସକାଳୁ ସକlଳୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବାପାଇଁ ସରପଞ୍ଚ ସଚିତା ନନ୍ଦ ଦାସ,ପୂର୍ଵତନ ସରପଞ୍ଚ ଶଶୀଭୁଷଣ ସ୍ୱାଇଁ,ଅମୁଲ୍ୟ ବିଶ୍ୱାଳ, ଜ୍ୟୋତି ରଞ୍ଜନ କୁଆଁର,ଶିକ୍ଷକ ଅଜୟ କୁମାର ସାହୁ, ଅଭୟ କୁମାର ପ୍ରଧାନ,ଲୋକନାଥ ମହାନ୍ତି, ଦିଲ୍ଲୀପ କୁମାର ମଲିକ,ପ୍ରକାଶ କୁମାର ସ୍ୱାଇଁ,ସୁକାନ୍ତ କୁମାର ସ୍ୱାଇଁ,ସୁମନ ଖଟୁଆ ଗ୍ରାମ ମନ୍ଦିର ଟ୍ରଷ୍ଟି ଆଶିଷ ସ୍ୱାଇଁ,ରଞ୍ଜନ କୁମାର ଜେନା ,ପ୍ରତାପ ସ୍ୱାଇଁ, ବିପିନ ବିହାରୀ ସ୍ୱାଇଁ,ଶିବପ୍ରସାଦ ଲେଙ୍କା ବିକ୍ରମ ମହାରଣା ଅଜୟ ସ୍ୱାଇଁ,ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ବୈଦ୍ୟନାଥ ସାହୁ,ଅରୂପାନନ୍ଦ ସ୍ୱାଇଁ, ଡ଼କ୍ଟର ତନ୍ମୟ କୁମାର ସେଠି, ମହେଶ୍ୱର ସ୍ୱାଇଁ,ପଣ୍ଡିତ ନାଗୁଚରଣ ଦେବତା,ପ୍ରଶାନ୍ତ କୁମାର ସେଠି, ଦୀପ୍ତି ରଞ୍ଜନ ଖଣ୍ଡୁଆଳ, ନଗେନ୍ଦ୍ରନାଥ ସ୍ୱାଇଁ, କୈଳାସ ଚନ୍ଦ୍ର ପ୍ରଧାନ, ହୁଷି କେଶ ଜେନା, ପ୍ରଭୁତି ଅମର ଆତ୍ମର ସଦଗତି କାମନା କରିଛନ୍ତି ଗ୍ରାମ ସଶ୍ମlନ ରେ ଶେଷ କୃତ୍ୟ ସଂପର୍ଣ କରlଯାଇଥିଲା ପୁତ୍ର ପ୍ରଶନ୍ନ ଖଣ୍ଡୁଆଳ,ସିକନ ଖଣ୍ଡୁଆଳ ମୁଖା ଅଗ୍ନି ଦେଇଥିଲେ l ତାଙ୍କ ପରିବାର, ବନ୍ଧୁ, ପରିଜନ, ଏବଂ ଶୁବେଛୁ ମାନେ ଉପସ୍ଥିତ ଥିଲେ