ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛତିଆ ବଟ ଅଭିମୁଖେ ବlରଗଡିଆ ଭାଗବତ ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ ଗୋପାଳସାହି

ଯାଜପୁର / ସୁକିନ୍ଦା ବ୍ଲକ/ ବlରଗଡିଆ ଗ୍ରାମ, 26/10/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ସୁକିନ୍ଦା ବ୍ଲକ ଅନ୍ତର୍ଗତ ବlରଗଡିଆ ଗ୍ରାମ ପଞ୍ଚାୟତ ଅଧୀନ ଶ୍ରୀ ଶ୍ରୀ ଭାଗବତ ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ ଗୋପାଳସାହି ତରଫରୁ ପଚାଶ ବର୍ଷ ଧରି କାର୍ତ୍ତିକ ମାସ ରେ ବିଭିନ୍ନ ଦେବା ଦେବୀ ମନ୍ଦିର କୁ ସଙ୍କୀର୍ତ୍ତନ କିରି ଯାଆନ୍ତି ଏ ବର୍ଷ ମାଳିକା ପ୍ରସିଦ୍ଧ ଛତିଆ ବଟ ଅଭିମୁଖେ ଯାତ୍ରା କରିଛନ୍ତି ପାଦ ରେ ଚାଲି ଚାଲି ନାମ ସଙ୍କୀର୍ତ୍ତନ କରି ଛତିଆ ବଟ ରେ ପହଂଚିଛନ୍ତି,ମୁଖ୍ୟ ପରମାନନ୍ଦ ନାୟକ,ଅଶୋକ ବାରିକ,ତପବନ୍ତ ଶତପଥୀ,ମହେନ୍ଦ୍ର ଶତପଥୀ,ନରେଶ ନାୟକ,ଗୋପବନ୍ଧୁ ଦାସ,ଜଗବନ୍ଧୁ ଦାସ,ମିଲୁ ଦାସ,ଶଙ୍କର୍ଷଣ ବାରିକ,ବାସୁଦେବ ପାତ୍ର,ଜଳଧର ପାତ୍ର,କପିଳ ପାତ୍ର ଓ ଅନ୍ୟ ସାଥୀ ପ୍ରମୁଖ ନାମ ସଙ୍କୀର୍ତ୍ତନ କରିଥିଲେ ତାଙ୍କୁ ଶୁଭେଚ୍ଛା ଜଣାଇଲେ ଯାଜପୁର ଜିଲ୍ଲା ଯୁବ ଯାଦବ ସଭାପତି ପ୍ରସନ୍ନ କୁମାର ବେହେରା
Article Image
15