ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା କାଳୀ ଙ୍କୁ ଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ

ଯାଜପୁର, 26/10/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ନିର୍ବାଚନ ମଣ୍ଡଳୀ ରେ ପୂଜା ପାଉଥିବା ମା କାଳୀ ଙ୍କ ପୂଜା ମଣ୍ଡପ ବୁଲି ମା କାଳୀ ଙ୍କ ଆଶୀର୍ବାଦ ନେଲେ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ , ତାଙ୍କ ସହିତ ଉପସ୍ଥିତ ଥିଲେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ, ଯାଜପୁର ଜିଲ୍ଲା ର ଗଣପର୍ବ ହେଉଛି କାଳୀ ପୂଜା,ମା ଙ୍କ ପାଖରେ ପ୍ରଥମେ ପ୍ରଦୀପ ଜାଣିଥିଲେ ଜଗତର କଲ୍ୟାଣ ପାଇଁ, ମନ୍ତ୍ରୀ କହିଥିଲେ ମା ହେଉଛନ୍ତି ଭଗବତୀ,କଳୀ ଯୁଗରେ ପୂଜା ପାଉଛନ୍ତି କାଳୀ ରୂପରେ,ମାଙ୍କୁ ପୂଜା କଲେ ଶୀଘ୍ର ଫଳ ମିଳିଥାଏ,ମା ମଧୁକେଶ୍ବର ଅସୁରକୁ ପ୍ରଥମେ ମାରିଥିଲେ,ମା ହେଉଛନ୍ତି ଖଣ୍ଡା, ଖର୍ପୂର ଓ ମୁଣ୍ଡ ମାଳୀନି,ମା ଭୟଙ୍କର ରୂପରେ ଯିବା ସମୟରେ ମହାଦେବ ଙ୍କ ଉପରେ ପଡିଥିଲା ମାଙ୍କ ଦକ୍ଷିଣ ପାଦ, ସେଥିପାଇଁ ଦକ୍ଷିଣ କାଳୀ ଭାବେ ବିଶ୍ବ ରେ ମାଆ ପୂଜା ପାଉଛନ୍ତି,ମା କାଳୀ ହେଉଛନ୍ତି ଶିବ ଙ୍କର ଘରଣୀ,ମା କିନ୍ତୁ ସବୁବେଳେ ଭକ୍ତ କଥା ଶୁଣନ୍ତି,ମା କାଳୀ ଙ୍କୁ ପୂଜା କଲେ ଶୀଘ୍ର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି,ମାଙ୍କ ପୂଜା କଲେ ସମସ୍ତ ଦାଉ,ଧକ୍କା ଦୂରେଇ ଯାଇଥାଏ,,ମା ଙ୍କ କୃପା ଥିଲେ ଭାଙ୍ଗିଥିବା ସଂସାର ହସିଉଠେ, କାଳୀ ପୂଜା ରେ ସାଧକ ମାନେ ସିଦ୍ଧି ଲାଭ କରିଥାନ୍ତି,ମା ଙ୍କ ଆଶୀର୍ବାଦ ଥିଲେ ମାଟି ବି ସୁନା ହୋଇଯାଏ,ମା ହେଉଛନ୍ତି ସାହସ ଓ ଧୈର୍ଯ୍ୟର ଦେବୀ, ବଡ଼ଚଣା ନିର୍ବାଚନ ମଣ୍ଡଳୀ ର କାଳୀ ପୂଜା ମଣ୍ଡପ ମାନ ସୁନ୍ଦର ଆଲୋକ ମାଳାରେ ଝଲସୁଛି
Article Image
5