ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ମା' କାଳୀଙ୍କ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ବୁଗୁଡ଼ା, 27/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳି ଠାରୁ ପୂଜା ପାଇ ଆସୁଥିବା ମା' କାଳୀଙ୍କ ଭସାଣି ଉତ୍ସବ ଆଜି ଅଷ୍ଟମ ଦିନରେ ଅତ୍ୟନ୍ତ ଜାକଜମକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ପକ୍ଷରୁ ମା'ଙ୍କୁ ଆନନ୍ଦ ଉଲ୍ଲାସର ସହ ବିଦାୟ ଦିଆଯାଇଛି।ପୂଜା ମଣ୍ଡପରୁ ଏକ ବିଶାଳ ଶୋଭାଯାତ୍ରାରେ ମା'ଙ୍କୁ ନିଆଯାଇ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟ ବାଜଣା ସହ ବାଣ ଫୁଟାଇ ମା ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।
5