ପାରାଦ୍ୱୀପ , 28/10/2025, ଉତ୍କଳ voice news - utkalvoicenews.com
ପାରାଦୀପର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ , ରାଇଜିଙ୍ଗ ଷ୍ଟାର କ୍ଳବ୍, ଏବଂ ,ମାଆ ଶ୍ୟାମ କାଳି ଡ୍ରାମାଟିକ କ୍ଳବ୍, ଏବଂ ଉଦୟବଟ, ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଉଦୟବଟ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 58 ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ଆଇନଜୀବି ସୁରେଶ ଚଂଦ୍ର ଦାସ, ସ୍ମାଇଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ, କେଦାରନାଥ ଜେନା , ପରିଷଦ , ଭିତରଗଡ ( ଉଦୟବଟ) , ଭାସ୍କର ଚରଣ ସାହୁ , ସଭାପତି ଭିତରଗଡ଼ କଲୋନୀ , ର ପ୍ରେମଆନଦ ପରିଡ଼ା , ସମ୍ପାଦକ ଏବଂ ବରିଷ୍ଠ ବ୍ୟକ୍ତି , ତୀର୍ଥ ନାୟକ ଜାପାନୀ ଜେନା , ରବୀନ୍ଦ୍ର ସାଇଁ , ରାବେନ ହାଲଦାର, ରାଇଜିଙ୍ଗ ଷ୍ଟାର club ର ସଭାପତି ସାରଦା ପ୍ରସନ ସ୍ୱାଇଁ,

ଦୀପ ପ୍ରଯୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାର ରୁପେ ପରିଚାଳନା କରିଥିଲେ।
ରକ୍ତଦାନ ଏକ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଓ ବିକ୍ଟୀ ଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇବା ସହ ଆଗମୀ ଦୀନରେ ଆମ ମୂଖ୍ୟ ଉଦେଶ୍ୟ ସ୍ବାସ୍ଥ୍ୟ ଯାହାକି ଲୋକେମାନେ ଭଲ ହେବେ ସେଥି ପାଇ ଅନେକ ମେଗା ହେଲ୍ଥ କ୍ୟାମ୍ପ କରିବୁ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ।, ଏହି ଶିବିରକୁ ନିମାଇଁ ବେହେରା , ଅମୂଲ୍ୟ ସାହୁ , ଏବଂ , ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ , ରାଇଜିଙ୍ଗ ଷ୍ଟାର କ୍ଳବ୍, ଏବଂ ,ମାଆ ଶ୍ୟାମ କାଳି ଡ୍ରାମାଟିକ କ୍ଳବର ସମସ୍ତ ସଭ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି ଥିଲେ
ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ର ସମସ୍ତ ସଦସ୍ୟ ଙ୍କୁ ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ ଧନ୍ୟଵାଦ ଅର୍ପଣ କରିଥିଲେ।