ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପେଷାକ ବିତରଣ ଉତ୍ସବ

ଏରସମା, 28/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଉଚ୍ଚ ବିଦ୍ୟାଳୟରେ ପେଷାକ ବିତରଣୀ ଉତ୍ସବ ଶୁଭାରମ୍ଭ ହେଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ସ୍ମିତା ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବଦତ୍ତ ସାହାଣୀ ଯୋଗଦେଇ ପିଲାମାନଙ୍କୁ ପିତାମାତା ଓ ଗୁରୁଜନଙ୍କ ଆଶ୍ରୀବାଦ ନେଇ ଭଲ ପାଠ ପଢ଼ିବା ସହିତ ନିଜ ନିଜର ଭବିଷ୍ୟତ ଗଢି ପୀତା,ମାତାଙ୍କ ସ୍ୱପ୍ନ ପୁରଣ ସହିତ ସ୍କୁଲ ତଥା ଅଞ୍ଚଳର ନାମ ଟେକ ରଖିବାକୁ ପରାମର୍ଶ ଦେଇଥିଲେ। ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୋଷାକ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଆଶାଲତା ଦତ୍ତଙ୍କ ସମେତ ଚଟୁଆ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।
13