ତିର୍ତୋଲ, 29/10/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
ମହିୟସୀ ମହିଳା ପ୍ରମିଳା ଵାଳା ମହାନ୍ତି ଙ୍କର ୮୧ ବୟସରେ ଜଗନ୍ନାଥ ଭବନ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଅଂଚଳରେ ଶୋକର ଛାୟା. ନାଗପୁର ଗ୍ରାମ ଜଗନ୍ନାଥ ଭବନ ରେ ଦେହାନ୍ତ ହୋଇଯାଇଛି ଯାହାକି ବିଗତ ଦିନରେ ବୃକ୍ଷ ରୋପଣ ନାରୀ ସୁରକ୍ଷା ଏବଂ ସମାଜ କଲ୍ୟାଣ କାର୍ଯ୍ୟ ରେ ଲିପ୍ତ ଥିଲେ. ତାଙ୍କର ବିୟୋଗ ରେ ଗ୍ରାମ ବାସି ତଥା ସମସ୍ତ ତିର୍ତୋଲ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି. ଶେଷ ସମୟରେ ବଡ ପୁଅ ଅମୀୟ ମହାନ୍ତି. ବଧୂ ଭାରତୀ କାନୁନଗୋ ଏବଂ ସାନ ପୁଅ. ଅମୁଲ୍ୟ ମହାନ୍ତି ସାନ ବଧୂ ଶ୍ରାବଣୀ ମହାନ୍ତି ଉପସ୍ଥିତ ରହିବା ସହିତ ଶେଷ ସମୟରେ ବିଦାୟ ଦେଇଥିଲେ.