ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତପି ମିଶ୍ରଙ୍କ ବିରୋଧରେ ଢେଙ୍କାନାଳବାସୀଙ୍କ ଭିକ୍ଷୋଭ

ଢେଙ୍କାନାଳ, 29/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଆଜି ସମସ୍ତ ଢେଙ୍କାନାଳବାସୀ ଏକ‌ତ୍ର ହେଇ ମୁଖ୍ୟ ଷ୍ଟାଡିୟମ୍ ନିକଟରେ ଥିବା ‘ଆଇ ଲଭ୍ ୟୁ ଢେଙ୍କାନାଳ ସମ୍ମୁଖରେ ତପି ମିଶ୍ର ଙ୍କ ବିରୋଧରେ ଭିକ୍ଷୋଭ କରି ବିଭିନ୍ନ ନାରାବାଜି ଦେବା ସହ ଫଟୋଚିତ୍ରକୁ ପୋଡିଥିଲେ । ଶ୍ରୀ ମିଶ୍ର ଏପର୍ଯ୍ୟନ୍ତ ଭୁଲ ମାଗି ନଥୁବା କାରଣରୁ ଢେଙ୍କାନାଳବାସୀ ଏହି ଭିକ୍ଷୋଭ କରିଥିଲେ । ଢେଙ୍କାନାଳବାସୀଙ୍କ ଦାବୀ ଶ୍ରୀ ମିଶ୍ର ଢେଙ୍କାନାଳ ଆସି ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଙ୍କୁ ଭୁଲ୍ ମାଗିବା ସହ ଢେଙ୍କାନାଳବାସୀଙ୍କୁ ଭୁଲ୍ ମାଗିବାକୁ ଦାବୀ କରିଛନ୍ତି । ଯଦି ଏପରି ନ ହୁଏ ଆଗାମୀ ଦିନରେ ଢେଙ୍କାନାଳବାସୀ ରାଜରାସ୍ତାକୁ ଓହ୍ଲାଇ ବନ୍ଦ ଡାକରା ଦେବା ସହିତ ଗାଡି ମଟରକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
Article Image
5