ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ସାତ ଦିନ ଧରି ଭାଗବତ ପରାୟଣ ହେଉଅଛି

ଯାଜପୁର, 02/11/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ପଣସା ପଂଚାୟତ ଅନ୍ତର୍ଗତ ପାଟପୁର ଓ ରଘୁନାଥପୁର ଗାଁ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାତ ଦିନ ଧରି ମହା ଭାଗବତ ପରାୟଣ ଯଂଜ୍ଞ ସମସ୍ତ ଗ୍ରାମ ବାସୀଙ୍କ ସହଯୋଗ ରେ ଆରମ୍ଭ ହୋଇ ଯାଇଛି ଯାହା ଧର୍ମ ମାସ ରେ ଗାଁ ପରିବେଶ ହରି ନାମ ରେ ଗୁଞ୍ଜନ ହେବା ସହ ଭାଗବତ ପାଠ କରି ଭକ୍ତ ଓ ଭଗବାନ ମିଳନ ର କିଛି ଝଲକ ବାରି ହେବାର ଜଣା ପଡୁଛି
4