ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆନନ୍ଦ ବଜାର ଗୃହ ଉଦଘାଟିତ। ରାୟଗଡ଼ା

ରାୟଗଡ଼ା, 02/11/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ରେ ଶନିବାର ଦିନ ଆନନ୍ଦ ବଜାର ଗୃହ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉତ୍କଳ ଆଲୁମିନା, ଦୋରାଗୁଡା ପ୍ରକଳ୍ପ ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ଗୃହ ଉଦଘାଟନ କରିଥିଲେ। ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କମିଟି ସଭାପତି ହର ପ୍ରସାଦ ନାୟକ, ସମ୍ପାଦକ ହରିହର ମିଶ୍ର, ସି ଏସ ଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଉପସଭାପତି ବିପ୍ର ଚରଣ ପୂଜାରୀ ଙ୍କ ସମେତ କମିଟି ସଦସ୍ୟ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଜଗନ୍ନାଥ ମନ୍ଦିର ରେ ଆନନ୍ଦ ବଜାର ଗୃହ ନିର୍ମାଣ ପରେ ପ୍ରସାଦ ସେବନ ନିମନ୍ତେ ଭକ୍ତ ଓ ଶ୍ରଦ୍ଧାଳୁ ଉପକୃତ ହେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Article Image
ଆନନ୍ଦ ବଜାର ଗୃହ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି।
5