ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛୋଟିବର ଗ୍ରାମରେ ଶରତ ରାସ ପୁଜା 3ତମ ରେ ପ୍ରଦର୍ପଣ କରିଛି

ସାଇଲୋ, 02/11/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକ ସାଇଲୋ ଗ୍ରାମ ପଞ୍ଚାୟତ ଅଧୀନ ଛୋଟିବର ଗ୍ରାମରେ 3ତମ ରାସ ପୁଜା ସବୁ ବର୍ଷ ପରି ବହୁତ୍ ଧୁମ ଧାମ ରେ ମହାବୀର କ୍ଲବ୍ ତରଫରୁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ପାଳିତ ହୋଇଯାଇଛି. ପଣ୍ଡିତ ସାରଦା ପ୍ରସନ୍ନ ଦାସ ପୂଜା କାର୍ଯ୍ୟ କରିବା ସହିତ ଦେବାଶିଷ ନାୟକ କର୍ତ୍ତା ଙ୍କ ସହିତ ଗ୍ରାମ ବାସି ଉପସ୍ଥିତଥିଲେ.ଜଗନ୍ନାଥ ପ୍ରସାଦ ସାହୁ,ହୃଷିକେଶ ସାହୁ, ନାରାୟଣ ସାହୁ, ଅନିଲ କୁମାର ସାହୁ, ଶ୍ରି କ୍ରୀଷ୍ଣା ସାହୁ, ଚନ୍ଦ୍ରକାନ୍ତ ସୂତାର, ସତ୍ୟବ୍ରତ ସାହୁ, ସୁଦର୍ଶନ କୁଁଅର, ଭକ୍ତଭୂଷଣ ସାହୁ, ଅଲେଖ ସାହୁ, ଅଜୟ କୁମାର ସାହୁ.ପ୍ରଭୂ ପ୍ରୀତମ୍ ବାରିକ, ରଂଜିତ କୁମାର ସାହୁ, ରାହୁଲ, ଗଣେଷ, କାହ୍ନI, ସୋନୁ ... ସହଯୋଗର ହାତ ବଢ଼ାଇଥିଲେ.ମା ଚାଚ ଖାଇ ଭଜନ ସଂଧ୍ୟା ଧଳିପଙ୍ଗ ଙ୍କ ଦ୍ଵାରା ଭଜନ ପରିବେଷଣ କରଯାଇଥିଲା ଓ ଆନନ୍ଦ ବଜାର ରେ ପ୍ରସାଦ ସେବନ ଵେବସ୍ଥା କରଯାଇଥିଲା।
Article Image
76