ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଡେ ଗଡ଼ବାସୀ ଚଳ ଚଞ୍ଚଳ ଜାଗ୍ରତ କ୍ଷୟତ୍ରୀୟ ବାଳା ପଡୁଆଁଯାତ୍ରାରେ ବିଶ୍ୱ ଦେଖିବ ପ୍ରାଚୀନ ସମର କଳା|

ଜଗତସିଂହପୁର, 02/11/2025, ଉତ୍କଳ voice news - utkalvoicenews.com ( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ମହାପ୍ରଭୁ ପଢୁଆଁ ହେବେ, ମାମୁଁ ଘର ମାଧବ ରୁ ପଢୁଆଁ ଭାର ଶ୍ରମନ୍ଦିର ଯିବ|ସାଙ୍ଗରେ ଯିବେ ହଜାର ହଜାର ଭକ୍ତ, ସାଧୁ, ସନ୍ଥ,| ଦେଢ଼ ଶହ ସଂକୀର୍ତନ ମଣ୍ଡଳୀ, ଘଣ୍ଟ, ଢୋଲ, ମହୁରୀ, ଘୋଡାନାଚ, ଦେବଦାସୀ ନାଚ ରେ ବଡ ଦାଣ୍ଡ ଉଛୁଳି ପଡିବ|ଆସନ୍ତା 11ତାରିଖରେଭାର ଶୋଭାଯାତ୍ରା ଯିବ|ରଥ ତିଆରି ହେଲାଣି,ପ୍ରାଚୀ ଉପତ୍ୟକା ରେ ଥିବା ଥିବା ଅଠର ଟି ଗଡ଼ର ଗ୍ରାମବାସୀ ଚଳ ଚଞ୍ଚଳ, ବଡ ଦାଣ୍ଡରେ ପ୍ରାଚୀନ ସମରକଳା ପ୍ରଦର୍ଶନ କରିବେ|ପୂର୍ବ ବର୍ଷ ଭଳି କ୍ଷତ୍ରିୟ ଲଳନା ମାନେ ପାରମ୍ପାରିକ ଅସ୍ତ୍ର ଧରି ଶୋଭା ଯାତ୍ରା ରେ ଯିବେ|,
Article Image
ସାରା ବିଶ୍ୱ ଦେଖିବ ପ୍ରାଚୀ ଉପତ୍ୟକା ର ପ୍ରାଚୀନ ସମର କଳା|
16