ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୀର୍ତ୍ତନ ପୁର୍ ଗ୍ରାମରେ ଶରତ ରାସ୍ ପୂଜା ୪୬ ତମ ରେ ପଦାର୍ପଣ କରିଛି।

ତିର୍ତୋଲ, 03/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅଧୀନ କୀର୍ତ୍ତନ ପୁର ଗ୍ରାମରେ ୪୬ ତମ ରାହାସ ପୂଜା ସବୁ ବର୍ଷ ପରି ବହୁ ଧୁମ୍ ଧାମରେ ମଧ୍ୟ ଏବର୍ଷ ଆରମ୍ଭ କରାଯାଇଛି। ବାବା ତାରକେଶ୍ୱର୍ ୟୁଥ୍ କ୍ଳବ୍ ତରଫ ରୁ ଏ ବର୍ଷ ଗତ କାଲି ଗ୍ରମ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କରାଯିବ ବୋଲି କମିଟି ସଦସ୍ୟ ମାନେ କହିଛନ୍ତି। ପଣ୍ଡିତ ସାରଦା ପ୍ରସାଦ ଦାଶ ପୂଜା କାର୍ଯ୍ୟ କରିବା ସହିତ ଅଜିତ କୁମାର ସ୍ଵାଇଁ କର୍ତ୍ତା ଙ୍କ ସହିତ ଗ୍ରାମ ବାସି ବୃନ୍ଦ ଉପସ୍ଥିତ ଥିଲେ।
Article Image
15