ଏରସମା, 05/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ସିହା ଗ୍ରାମ ର ଶିକ୍ଷକ ସ୍ୱର୍ଗ ତ ଶୁଭ ନାରାୟଣ ଖଣ୍ଡୁଆ ଳ ଙ୍କ ଏକାଦଶlହ ସ୍ମୃତି ସଭା ସିହା ସ୍ଥିତ ବାସଭବନ ରେ ଆଞ୍ଚଳିକ ପୁଜ୍ୟ ପୂଜା ସଂସଦ ଏରସମା ର ଅଧକ୍ଷ ଯଯାତି କେଶରୀ ସାମନ୍ତରାୟ ତତ୍ୱl ଅବଧାନ ରେ ଅନୁଷ୍ଠିତ ହୋଇଯାଇଛି
I ବରିଷ୍ଟ ନାଗରିକ ମଞ୍ଚ ଏରସମା ର ସଭାପତି ଶଶୀଭୁଷଣ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏବଂ ଆଇନା ପତ୍ରିକା ର ସମ୍ପାଦକ କ୍ଷେତ୍ରବାସୀ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ ଯୁବ ନେତା ଧ୍ୱଜରାଜ ଖଣ୍ଡୁଆଳ,ପlର୍ଥ ସାରଥୀ ରାଉତ,ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ର ସଭାପତି ମହେଶ୍ୱର ସ୍ୱାଇଁ,ଶିକ୍ଷକ ନେତା ଲୋକନାଥ
ମହାନ୍ତି, ଶ୍ରୀ ଜଗନ୍ନାଥ ସାସୣଂତି ମଞ୍ଚ ର ସଭାପତି ଅମୁଲ୍ୟ ବିଶ୍ୱାଳ, ସରପଞ୍ଚ ସଚ୍ଚିତାନନ୍ଦ ଦାସ, ବରିଷ୍ଠ କବି ଅରୂପା ନନ୍ଦ ସ୍ୱାଇଁ, ଡାକ୍ତର ତନ୍ମୟ ସେଠି, ପ୍ରେମ ଚରଣ ରାଉତ, କବିୟତ୍ରୀ ନିର୍ମଳା ସାହୁ,ଗ୍ରାମ ର ମୁରବି ନରେନ୍ଦ୍ର କୁମାର ସ୍ୱାଇଁ,କବି ହେମନ୍ତ କୁମାର ନାୟକ,ମନ୍ଦିର ଟ୍ରଷ୍ଟି ଆଶିଷ କୁମାର ସ୍ୱାଇଁ ପୁତ୍ର ସିକନ ଖଣ୍ଡୁଆଳ, ପ୍ରସନ୍ନ ଖଣ୍ଡୁଆଳ, ସିଲନ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିl ତାଙ୍କର କୃତି ଓ କ୍ରିତି ଉପରେ ଆଲୋକ ପାତ କରିଥିଲେl "ଶୁଭ ଆତ୍ମା ଶୁଭନାରାୟଣ "ସ୍ମୃତିପତ୍ର କୁ ଅତିଥି ମାନେ ଲୋକା ଅର୍ପଣ କରିଥିଲେ l