ଏରସମା, 05/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ସିହା ଗ୍ରାମର ସ୍ୱର୍ଗତ ନିହତି ସାହୁ ଙ୍କଷାଠିଏ ବୟସ ରେ ପରଲୋକ l ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି ଥିଲେl ବ୍ଲକ ସ୍ତରୀୟ କ୍ରୀତନ ମଣ୍ଡଳ ର ବରିଷ୍ଟ ସଦସ୍ୟ ଥିଲେ ତାଙ୍କର ପରିବାରରେ ଶୋକର ଛାୟା ଖେଳି ଯାଇଛି l ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀ ତଥା ପରିବାରବର୍ଗ ଏନେଇ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ଗ୍ରାମ ବହୁ ମାନ୍ୟ ଗନ୍ୟ ବେକ୍ତି ଓ ପୁଜ୍ୟ ପୂଜା ସଂସଦ ଏରସମା ତରଫରୁ ଅମର ଆତ୍ମାର ସଦଗତି ପାଇଁ ବିଭୁ ଚରଣରେ ନିବେଦନ କରିଛନ୍ତି l