ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୋ ଖତ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ

ଢେଙ୍କାନାଳ, 12/11/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେ଼ଙ୍କାନାଳ ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲ ସମ୍ମୁଖରେ ପୌରପାଳିକା ପକ୍ଷରୁ ମୋ ଖତ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଯାଇଛି। ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପୌରନିର୍ବାହୀ ଅଧିକାରୀ ଅଶ୍ୱନି କୁମାର ଦାସ ,ପୌରଯନ୍ତ୍ରି ରଶ୍ମିତା ମିଶ୍ର ଅଧ୍ୟକ୍ଷତାରେ ଏହାକୁ ଉଦ୍ଘାଟନ କରିଥିଲେ ସାନିଟାଇଜ୍ ଇନ୍ସପେକ୍ଟର ଭିଭୂତି ଭୂଷଣ ସ୍ୱାଇଁ, ସାନିଟାଇଜ୍ ଏକ୍ସପର୍ଟ ସୌଭାଗ୍ୟ ରଞ୍ଜନ ମଲ୍ଲିକ ସମସ୍ତ ସ୍ୱଚ୍ଛ ସାଥି ଙ୍କ ଉପସ୍ଥିତି ରେ ଏହାକୁ ଉଦ୍ଘାଟନ କରାଯାଇଥିଲା। ହୋଟେଲ ଓ ପରିବା ମାର୍କେଟ ଘର ରୁ ସଂଗ୍ରହ ହେଉଥିବା ଜୈବିକ ଅଳିଆ ଆବର୍ଜ୍ଜନାରୁ ଏହି ଖତ ବିନା ରାସାୟନିକ ପଦାର୍ଥ ମିଶ୍ରଣରେ ପ୍ଲାଣ୍ଟ ପ୍ରସ୍ତୁତ କରାଯାଉଛି।
15