ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମାଷ୍ଟମୀ ରେ ସିଦ୍ଧ ବଳରାମ ଜିଉ ଙ୍କ ବିଶେଷ ପୂଜା ଅର୍ଚ୍ଚନା

ଢେଙ୍କାନାଳ, 13/11/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ )
Article Image
ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିର ରେ ଆଜି ପ୍ରଥମାଷ୍ଟମୀ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା।ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ ଟାରେ ଖେଚେଡ଼ି ଭୋଗ,ମଧ୍ୟାହ୍ନରେ ମଙ୍ଗଳା ଅର୍ପଣ ପୂଜା , ଚକା,ପୂଳି, ଅର୍ଣ୍ଣ୍ ଧୂପ ସନ୍ଧ୍ୟାରେ ଆଳତି ରାତ୍ରରେ ରାତ୍ର ଧୂପ ପରେ ପହଡ଼ ପଡ଼ିବ। ପୂଜକ ମନସୁମନ୍ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ବ୍ରଜମୋହନ ମହାପାତ୍ର କାହାଳୀଆ ଟିକନ୍ ବେହେରା ମନ୍ଦିରର ଜୀମାଦର୍ ଶ୍ୟାସୁନ୍ଦର ପାଣଗ୍ରାହୀଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।
14