ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି

ଏରସମା, 14/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ମଣିକୁଣ୍ଡଳ ଗ୍ରାମ ର ସ୍ୱର୍ଗତ କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କ ଏକାଦଶlହ ରେ ମଣିକୁଣ୍ଡଳ ସ୍ଥିତ ବାସଭବନ ରେ ଋଷି ଚରଣ ବିଶ୍ୱାଳ ଏବଂବିଷ୍ଣୁ ଚରଣବିଶ୍ୱାଳଙ୍କ ତତ୍ୱl ଅବଧାନରେ ଭକ୍ତି ପୂତ ଶ୍ରଦ୍ଧା ଅଞ୍ଜଳି ଅର୍ପଣ କରାଯାଇଥିଲା l ସରପଞ୍ଚ ସଚ୍ଚିତାନନ୍ଧ ଦାସ, ପୂବର୍ତନ ସରପଞ୍ଚ ଶଶୀଭୁଷଣ ସ୍ୱାଇଁ ଆଞ୍ଚଳିକ ପୁଜ୍ୟ ପୂଜା ସଂସଦ ଏରସମା ର ଅଧକ୍ଷ ଯଯାତି କେଶରୀ ସାମନ୍ତରାୟ, ଶିକ୍ଷକ ନେତା ଲୋକନାଥ ମହାନ୍ତି, ଏରସମା ଗ୍ରାମୀୟ କମିଟି ସଭାପତି ଅମୁଲ୍ୟ ବିଶ୍ୱାଳ,ଶ୍ରୀକାନ୍ତ ନାୟକ,ମିଞ୍ଜୁନି ବିଶ୍ୱାଳ, ବୁନା ବିଶ୍ୱାଳ, ହେମା ବିଶ୍ୱାଳ,ଝୁଲୁ ବିଶ୍ୱାଳ, ଝିଅ, ଜୁଆଇଁ,ବନ୍ଧୁ,ବାନ୍ଧବ ଏବଂ ଗ୍ରାମ ବାସୀ ଙ୍କ ଉପସ୍ଥିତି ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା
6