ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ବିଜେପିର ବିଜୟ ଉତ୍ସବ

ଏରସମା, 14/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବିହାର ଏବଂ ନୂଆପଡାରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟପରେ,ଏରସମା ବ୍ଲକ୍ ବିଜେପି କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି।ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ବିଜେପି କର୍ମୀମାନେ ବାଣଫୁଟାଇ ମିଠାବାଣ୍ଟି ଖୁସି ମନାଇବା ସହିତ,ଏକ ଶୋଭାଯାତ୍ରାରେ ଏରସମା ବଜାର ପରିକ୍ରମା କରିଛନ୍ତି।ଆଜିର ଶୋଭାଯାତ୍ରାରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବିଜେପି ନେତା ସତ୍ୟସାରଥୀ ମହାନ୍ତି,ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ନ୍ରୂଶିଂହ ସାହୁ, ସାଂସଦଙ୍କ ଏରସମା ବ୍ଲକ୍ ପ୍ରତିନିଧି ଜଟାଧାରୀ ସ୍ଵାଇଁ,ଜିଲ୍ଲା କ୍ରୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା,ନାରୀନେତ୍ରୀ ରାଜଶ୍ରୀ ପଟ୍ଟନାୟକ ଅମରେନ୍ଦ୍ର ଦଳାଇ,ବିକ୍ରମଜିତ୍ ସାମନ୍ତରାୟ,ପୁଲିନ୍ ମଣ୍ଡଳ,ଅନିଲ୍ ସ୍ଵାଇଁ, ଶିବପ୍ରସାଦ ମଲ୍ଲ,ତପନ ଗଛାୟତ,ମାନସ ସ୍ଵାଇଁ,ଶିବ ବେହେରା ପ୍ରମୁଖ ଯୋଗଦେଇଥିଲେ।
8