ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାଗିରି ଗ୍ରାମରେ ବିଜେପର ମିଶ୍ରଣ ପର୍ବ

ବୁଗୁଡ଼ା, 15/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଗିରି ଗ୍ରାମରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛିIଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ଗ୍ରାମର ଗ୍ରାମର ୱାର୍ଡ଼ ମେମ୍ବର ଶରତ ଚନ୍ଦ୍ର ପ୍ରଧାନଙ୍କ ସମେତ ମହନ୍ତ ପ୍ରଧାନ, ଡାକ୍ତର ପ୍ରଧାନ, ସନାତନ ପ୍ରଧାନ, ଧ୍ରୁବ ପ୍ରଧାନ,କାଳୁ ପ୍ରଧାନ, କୈଳାଶ ପ୍ରଧାନ,ଗୌରହରୀ ବେହେରା, ମୁରଲୀ ବେହେରା, ଭୋକିଲି ପ୍ରଧାନ, ମହେଶ୍ବର ପ୍ରଧାନ, ଗଙ୍ଗାଧର ପ୍ରଧାନ,ସୁଶାନୁ ପ୍ରଧାନ, ପବିତ୍ର ପ୍ରଧାନ, ହାଡୁବନ୍ଧୁ ପ୍ରଧାନ, ବିଶ୍ବନାଥ ପ୍ରଧାନ, ରାମ ପ୍ରଧାନ, ସୁମନ ପ୍ରଧାନ, ରାଧା ପ୍ରଧାନ, ବିରଞ୍ଚି ପ୍ରଧାନ ପ୍ରମୁଖ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପି ଦଳରେ ଯୋଗଦେଇଥିଲେ।ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳ ମାଧବ ଆଚାରୀ,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, କେଦାର ମହାରଣା ସହିତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
Article Image
Article Image
17