ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହିମା ଅଲେଖ ସାଧୁ ବୁଦ୍ଧ ଦାସ ଙ୍କ ସମାଧି ପ୍ରତିଷ୍ଠା ଉତ୍ସବ l

ଏରସମା, 16/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ସିହା ଗ୍ରାମ ର ମହିମା ଟୁଙ୍ଗି ରେ ବକଳ ଧାରୀ ସାଧୁ ବାବୁଲି ବାବା ଙ୍କ ତତ୍ୱl ଅବଧାନ ରେ ସାମଧି ପ୍ରତିଷ୍ଠା ମହାସମl ରୋହ ର ରେ ପାଳିତ ହୋଇଯାଇଅଛି l ଏଥି ରେ ଶଙ୍କର ବାବା, ଗଦାଧର ବାବା, ନିଗମ ବାବା,ଭରତ ବାବା, ଗୋପାଳ ବାବା ପ୍ରମୁଖ ବହୁ ବକଳ ଧାରୀ ବାବା ମହିମା ଧର୍ମ ଉପରେ ଆଲୋକ ପାତ କରିବା ସହିତ ମହିମାଭଜନ ଗାନ କରିଥିଲେ l ମହିମା ଧର୍ମ ରୀତି ନୀତି ରେ ସମlଦି ପ୍ରତିଷ୍ଠା କରାଜାଇ ଥିଲା ମନ୍ଦିର ଟ୍ରଷ୍ଟି ଆଶିଷ ସ୍ୱାଇଁ, ରନା ଖଣ୍ଡୁଆଳ, ଜିତେନ୍ଦ୍ର ସାମନ୍ତରାୟ,ରାଜକିଶୋର ସ୍ୱାଇଁ, ସୁବାଷ ସ୍ୱାଇଁ, ବିପିନ ବିହାରୀ ସ୍ୱାଇଁ, ଆଞ୍ଚଳିକ ପୁଜ୍ୟ ପୂଜା ସଂସଦ ଏରସମା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ,ଗ୍ରାମ ର ମୁରବି ବଂଶୀଧର ସ୍ୱାଇଁ, ନରେନ୍ଦ୍ର ସ୍ୱାଇଁ, ଅଜିତ ସାମନ୍ତରାୟ, କାଳନ୍ଦୀ ସ୍ୱାଇଁ, ମହିମା ସ୍ୱାଇଁ,ଗ୍ରାମ ବାସୀ, ଓ ଭକ୍ତ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଛିl ଓଡିଶା ର ବିଭିନ୍ନ ଅଞ୍ଚଳ ରୁ ସହ ସହ ସଂଖ୍ୟା ରେ ଭକ୍ତ ମାନେ ଯୋଗ ଦେଇଥିଲେ l
Article Image
15