ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ରେ ସ୍ବର୍ଗତ ଦେବୀ ପ୍ରସାଦ ରଥ ଙ୍କ ସ୍ମୃତି ସଭା ଅନୁଷ୍ଠିତ l

ପାରାଦୀପ ଗଡ, 16/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପ୍ରସିଦ୍ଧ ଯାତ୍ରା କଳାକାର ଦେବୀ ପ୍ରସାଦ ରଥ ଙ୍କ ଦ୍ୱାଦଶ କର୍ମ ଦିବସ ଅବସରରେ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍ମୃତି ସଭାରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭାପତିତ୍ବ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ଡାକ୍ତର କୁଳମଣି ସାମଲ, ଜିବନାନନ୍ଦ ଅଧିକାରୀ, ନିମାଇଁ ଚରଣ ମହାପାତ୍ର, ଗୋଲାପ ରାଣୀ ସାହୁ, ଦେବ ଦୁର୍ଲ୍ଲଭ କର, ନୀଳାଦ୍ରି ମହାନ୍ତି, ଖଗେଶ୍ବର ନାୟକ, ପ୍ରକାଶ ଦଳାଇ, କନକ ପ୍ରଭା ବେହେରା, ଜୀବନ ଧନ ବେହେରା, ବାବୁରାମ ଚୌଧୁରୀ, ପ୍ରତାପ ଚନ୍ଦ୍ର ପ୍ରଧାନ, ନବୀନ ପ୍ରଧାନ, ମାତୃ ପ୍ରସାଦ ଦାଶ, ଗୋଲେଖ ନାୟକ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ l ସୁବାସ ଚନ୍ଦ୍ର ସେନାପତି ସ୍ମୃତିସଭା ସଞ୍ଚାଳନ କରିଥିବା ବେଳେ ରଶ୍ମି ରଞ୍ଜନ ରଥ, ସତ୍ୟନାରାୟଣ ମହାପାତ୍ର ପ୍ରମୂଖ ସ୍ମୃତି ସଭା ପରିଚାଳନା କରିଥିଲେ l ସୁକଦେବ ତରାଇ ଧନ୍ୟବାଦ୍ ପ୍ରଦାନ କରିଥିଲେ l
Article Image
Article Image
14